Sign in
Sign in
Recover your password.
A password will be e-mailed to you.
କର୍କଟ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଦେୟମୁକ୍ତ ହେବ କ୍ୟାନସର ରୋଗୀଙ୍କ ଜଟିଳ ଚିକିତ୍ସା
ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା!-->…
ପିଇଓ ଅଭାବରେ ବିପର୍ଯ୍ୟସ୍ତ ପଞ୍ଚାୟତ ସେବା
ଗୁଡ଼ାରୀ : ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ ବ୍ଲକରେ ପଞ୍ଚାୟତ ପ୍ରଶାସନ ବ୍ୟବସ୍ଥା ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ୯ଟି ଗ୍ରାମ ପଞ୍ଚାୟତ ପାଇଁ ନିୟମ ଅନୁଯାୟୀ ୯ ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ରହିବା କଥା ଥିଲେ ମଧ୍ୟ ବର୍ତ୍ତମାନ ମାତ୍ର ୫ ଜଣ ପିଇଓଙ୍କ ଉପରେ ସମସ୍ତ!-->…
ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡି ପ୍ରତିନଧି ମଣ୍ଡଳୀ
ହରଭଙ୍ଗା : ବୌଦ୍ଧ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ହରଭଙ୍ଗା ବ୍ଲକର ବନ୍ୟାପ୍ରଭାବିତ କୁଶଙ୍ଗ, ହରଭଙ୍ଗା, ସଂକୁଳେଇ ପଞ୍ଚାୟତର କୁମାରୀ, ଅତଲସରା, କୋଡାଶିଙ୍ଗା, ପାଣିଘରା ଆଦିଗ୍ରାମ ପରିଦର୍ଶନ!-->…
ମଧ୍ୟାହ୍ନଭୋଜନ ଖାଇ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ
କାମାକ୍ଷାନଗର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଢେଙ୍କାନାଳ ଜିଲ୍ଲା ଭୂବନ ଉଚ୍ଚବିଦ୍ୟାଳୟର ମଙ୍ଗରାଜ ସାଥୁଆ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ର ଜଣଙ୍କ ଚେତାସୂନ୍ୟ ହୋଇଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା!-->…
ସାଳନ୍ଦୀ ନଦୀରେ ପୁଣି ବନ୍ୟା, ଭୟରେ ଅଞ୍ଚଳବାସୀ
ଭଦ୍ରକ: ସାଳନ୍ଦୀ ନଦୀରେ ପୁଣି ବନ୍ୟା ପାଣି ଆସିଲା । ଫଳରେ ଲୋକେ ଭୟଭୀତ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳ ଗୋପ ବିନ୍ଧା ପଂଚାୟତ ଜଳାର୍ଣ୍ଣବ। ମାତ ଗଜ ପୁର ବ୍ରିଜ ଉପରେ ପୁଣି ଚାଲିଲା ବନ୍ୟା ପାଣି । ଶହ ଶହ ହେକ୍ଟର ଚାଷ ଜମିରେ ପୁଣି ବନ୍ୟା ପାଣି ପ୍ରବେଶ କରିଛି। ଲୋକ ମାନେ ନାହିଁ!-->…
ପାଠ୍ୟପୁସ୍ତକ ତ୍ରୁଟି ମାମଲା, ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଜାମିନ
ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ମାମଲା । ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ। ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବହୁଚର୍ଚ୍ଚିତ ମାମଲାରେ ବଡ଼ ଅପଡେଟ୍ । SCERTର ପୂର୍ବତନ!-->…
ପ୍ରେମ ସମ୍ପର୍କକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼
ରାଜନଗର: କେନ୍ଦ୍ରାପଡ଼ା ରାଜନଗରରେ ଭାଇଗିରି । ଜଣେ କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ମଦନପୁର କଲେଜର ଜଣେ ଛାତ୍ରଙ୍କୁ କିଛି ଯୁବକ ସଂଘବଧ ଭାବେ ଆକ୍ରମମଣ କରିଛନ୍ତି । ଛାତ୍ର ଜଣଙ୍କ ଭୟରେ ଯୁବକମାନଙ୍କ ଗୋଡ଼ ଧରିଛନ୍ତି । କେବଳ ସେତିକି ନୁହେଁ, ଯୁବକମାନେ ଅସ୍ରାବ୍ୟ ଭାଷାରେ ମଧ୍ୟ!-->…
ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
ପୁରୀ : ପୁଣିଥରେ ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ ହୋଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହାକୁ ଭାଇରାଲ କରାଯାଇଛି । ଭାଇରାଲ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼!-->…
ଇସ୍ତଫା ଦେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲର ସମସ୍ତ ଓ୍ୱାର୍ଡେନ
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ବିବାଦ ଆହୁରି ଘନେଇବାରେ ଲାଗିଛି । କ୍ୟାମ୍ପସରେ କଥିତ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲର ସମସ୍ତ ୱାର୍ଡେନ ସାମୂହିକ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ସେମାନେ କୂଳପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିବା ସହ!-->…
ଘରୁ ଡାକି ନେଇ ସାଙ୍ଗକୁ ହତ୍ୟା
କେନ୍ଦ୍ରାପଡା : ଘରୁ ଡାକି ନେଇ ସାଙ୍ଗକୁ ହତ୍ୟା ଅଭିଯୋଗ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ତରଜଙ୍ଗା ଗାଁର ଅମର ଜିତ କରଙ୍କୁ ଘରୁ ଡାକି ନେଇ ମାଡ଼ ମାରିବା ସହ ସଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଗତ ୨୯ ତାରିଖ!-->!-->!-->…