Sign in
Sign in
Recover your password.
A password will be e-mailed to you.
ରୁଷ୍ ବେଳାଭୂମିରେ ଡ୍ରୋନ୍ ଆକ୍ରମଣ, ୭ ମୃତ
ରୁଷ: ରୁଷର ବ୍ଲାକ୍ ସିର ଉପକୂଳରେ ଥିବା ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଗେଲେଣ୍ଡଜିକ୍ ନିକଟସ୍ଥ ଏକ ବେଳାଭୂମିରେ ରବିବାର ଦିନ ଡ୍ରୋନ୍ ଆକ୍ରମଣ ହୋଇଛି । ଯେଉଁଥିରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ପିଲା ଥିବା ଜଣାପଡିଛି । ଏଥିସହ ଏହି ଆକ୍ରମଣରେ ୪୦ ଜଣ!-->…
ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ନୃଶଂସ ହତ୍ୟା, ମୁଖାପିନ୍ଧା ଯୁବକ କଲା ୩୪ ଥର ଛୁରାମାଡ଼
ହରୟାଣା : ହରିୟାଣା ଫରିଦାବାଦରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ମୁଖାପିନ୍ଧା ଯୁବକ ୩୪ ଥର ଛୁରାମାଡ଼ କରି ହତ୍ୟା କରିଛି । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ପୋଲିସ ୨୧ ବର୍ଷୀୟ ଅଭିଯୁକ୍ତ ଅମିତକୁ ଗିରଫ କରିଛି । ଶିକ୍ଷୟିତ୍ରୀ ଜଣକ ଫିରୋଜପୁର ସିକରୋନା!-->…
ଇଲେକ୍ଟ୍ରୋନିକ୍ ଚିପ୍ସ କମ୍ପାନୀରେ ନିଆଁ : ୨ ଅଗ୍ନିସେବା କର୍ମଚାରୀ ମୃତ, ୩ ଆହତ
ନୋଏଡା: ଗ୍ରେଟର ନୋଏଡାର ଇକୋଟେକ୍-୩ରେ ଥିବା ଏକ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩ ଜଣ ଆହତ ହୋଇଛନ୍ତି । କାନ୍ଥ ଏବଂ ବିମ୍ ଭୁଶୁଡ଼ି ପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଯାହା ସ୍ଥାନୀୟ ଅଞ୍ଚଳରେ!-->…
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା
ନୂଆଦିଲ୍ଳୀ: ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆଣାଯାଇଥିବା ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬କୁ ସୋମବାର ଲୋକସଭାରେ ବାଚନିକା ଭୋଟରେ ପାରିତ ହୋଇଛି। ବିଲଟିକୁ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ!-->…
ମହିଳାଙ୍କୁ ଯୌନ ନିର୍ଯାତନା ମାମଲା : ଆତ୍ମସମର୍ପଣ କଲେ ଶରଣକୂଳ ପୂର୍ବତନ ଥାନା ଅଧିକାରୀ
ନୟାଗଡ଼: ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇ ଫେରାର ଥିବା ଶରଣକୁଳ ଥାନାର ପୂର୍ବତନ ଅଧିକାରୀ (IIC) ସୁଜିତ କୁମାର ଦାସ ଶେଷରେ ଆତ୍ମସମର୍ପଣ କରିଛନ୍ତି। ଆଜି ସେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ନିଜକୁ ସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ହେପାଜତକୁ ନେଇ!-->…
୫ ଦିନ ପ୍ରବଳ ବର୍ଷା ନେଇ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ୫ ଦିନ ପ୍ରବଳ ବର୍ଷା । ଆଜିଠାରୁ ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । କାଲି ଅତିପ୍ରବଳ ବର୍ଷା!-->…
ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ବ୍ରହ୍ମପୁର : ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି!-->…
କାଞ୍ଜିପାଣି ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ
ବାଂଶପାଳ: ଘାଟିରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଓଲଟିଲା ବସ୍ । ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କାଳିଆହତାରୁ କେନ୍ଦୁଝର ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ବସଟି ଭାଙ୍ଗିରୁଜି ଯାଇଥିବାବେଳେ!-->…
ଚିଲିକାରେ ପଶିଲା ପ୍ରଥମ ବନ୍ୟାଜଳ, କମୁଛି ଜଳବନ୍ଦୀଙ୍କ ଚିନ୍ତା
ବ୍ରହ୍ମଗିରି: ଚିଲିକାରେ ପଶିଲା ପ୍ରଥମ ବନ୍ୟା ଜଳ। ଚଳିତବର୍ଷର ପ୍ରଥମ ବନ୍ୟାଜଳ ଚିଲିକାରେ ପ୍ରବେଶ କରିଛି।ପୁରୀ ଜିଲ୍ଲା କଣାସ ବ୍ଲକ ବଡଗୋଠ ଦେଇ ବନ୍ୟା ଜଳ ଚିଲିକା ମଧ୍ୟକୁ ଯାଉଛି। ବଡ ଗୋଠରେ ତ୍ରିବେଣୀ ଘାଟରେ ଦୟା, ଭାର୍ଗବୀ ଓ ଲୁଣା ନଦୀର ଜଳ ଏକାଠି ହୋଇ ପ୍ରଖର ସ୍ରୋତରେ!-->…
ବନ୍ଧୁକ ମୁନରେ ଘରୁ ଲୁଟିଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା
ଭଦ୍ରକ: ବନ୍ଧୁକ ମୁନରେ ଲୁଟ୍ । ଆକୁଆ ରାମ ମାଛ ନେବା ବାହାନାରେ ଘରେ ପଶିଲେ। ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲଉଟି ନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ଜୁରାଗଡିଆ ଗ୍ରାମରେ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୯ଟା ବେଳକୁ ଗ୍ରାମର!-->…