Sign in
Sign in
Recover your password.
A password will be e-mailed to you.
୧.୨ କୋଟିର କୋଡିନ୍-ଭିତ୍ତିକ କଫ୍ ସିରଫ ଜବତ, ୨ ଗିରଫ
ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ ବୋତଲ ଉଦ୍ଧାର କରାଯାଇଛି।!-->…
ବୈପାରିଗୁଡ଼ାଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ
କୋରାପୁଟ : ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ପ୍ରୋବେସନାରୀ ଅଫିସର, କୋରାପୁଟ ଯୋଗଦେଇ ଜନସାଧାରଣଙ୍କ!-->!-->!-->…
କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହ ନିର୍ଦ୍ଦୋଷରେ ଖଲାସ
ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (WFI) ସଭାପତି ଓ ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସୋମବାର ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ!-->…
କୁର୍କୁରେ ପ୍ୟାକେଟ୍ ଖେଳନା ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ
ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। କୁର୍କୁରେ ପ୍ୟାକେଟ୍ ସହ ମାଗଣାରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଏକ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁଯାୟୀ ଗୌରୀପୁର ଗ୍ରାମର!-->…
ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର, ଭାଙ୍ଗିଲା ବିଜେପିର ୩୦ ବର୍ଷର ଦୁର୍ଗ
ବିହାର : ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର । ବାଙ୍କୀପୁରରୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ପାଇଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଛନ୍ତି ପ୍ରଶାନ୍ତ କିଶୋର । ୧୮୯୫୧ ଭୋଟରେ ବିଜୟୀ ହୋଇଛନ୍ତି ପ୍ରଶାନ୍ତ!-->…
ବନାଗ୍ନୀ ଲିଭାଇବା ବେଳେ ଦୁଇ ହେଲିକପ୍ଟର ଧକ୍କା, ୫ ମୃତ
ଗ୍ରୀସ୍ : ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ କ୍ରିଉ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଭାସିଲ୍ସ୍ ଭାଥରାକୋଜିଆନିସ୍ ସୂଚନା!-->…
ଜଳିଗଲା ପାସେଞ୍ଜର ଟ୍ରେନ, ଭୟରେ ଡେଇଁଲେ ଯାତ୍ରୀ
ପାଟନା : ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନ ସିମରି ବଖତିୟାରପୁର ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ଛିଡ଼ା!-->…
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କର ରକ୍ତାକ୍ତ ଛାୟା । ଆତ୍ମଘାତୀ ଆକ୍ରମଣରେ ୧୪ ମୃତ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଗତକାଲି ସନ୍ଧ୍ୟାରେ ଶାନ୍ତି ପାଇଁ ଆୟୋଜିତ ବିଶାଳ ଜନସମାବେଶ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଭୟଙ୍କର ଆକ୍ରମଣରେ ଅତି କମରେ ୧୪!-->…
କାରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର
ମୟୁରଭଞ୍ଜ : କାର ଭିତରୁ ପୁଲିସ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟ ରାସ୍ତାପାର୍ଶ୍ୱରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଦେହ ଜନକ ଭାବରେ ରାସ୍ତାପାର୍ଶ୍ୱରେ ସୋମବାର ସକାଳ ୧୧ଟା ପାଖରୁ ରାସ୍ତା ପାର୍ଶ୍ୱରେ ଲାଲ କାର!-->…
ବନ୍ୟା କ୍ଷୟକ୍ଷତି ପାଇଁ ୧୧୦ କୋଟିର ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ଏହା ପ୍ରାରମ୍ଭିକ ପର୍ଯ୍ୟାୟର ସହାୟତା ପ୍ୟାକେଜ୍। ତୁରନ୍ତ ଏହି ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ!-->…