ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା : ମିନାକ୍ଷୀନଗରରେ ଛୋଟଛୁଆଙ୍କୁ…

ଗଞ୍ଜାମ କଳାକାରଙ୍କ ସହ ଫଟୋ ଉଠାଇଲେ ମାନ୍ୟବର ରାଷ୍ଟ୍ରପତି ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ସେ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର

୧.୨ କୋଟିର କୋଡିନ୍-ଭିତ୍ତିକ କଫ୍ ସିରଫ ଜବତ, ୨ ଗିରଫ

ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ ବୋତଲ ଉଦ୍ଧାର କରାଯାଇଛି।

ବୈପାରିଗୁଡ଼ାଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ : ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ପ୍ରୋବେସନାରୀ ଅଫିସର, କୋରାପୁଟ ଯୋଗଦେଇ ଜନସାଧାରଣଙ୍କ

କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (WFI) ସଭାପତି ଓ ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସୋମବାର ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ

କୁର୍‌କୁରେ ପ୍ୟାକେଟ୍‌​ ଖେଳନା ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ

ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। କୁର୍‌କୁରେ ପ୍ୟାକେଟ୍‌ ସହ ମାଗଣାରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଏକ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁଯାୟୀ ଗୌରୀପୁର ଗ୍ରାମର

ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର, ଭାଙ୍ଗିଲା ବିଜେପିର ୩୦ ବର୍ଷର ଦୁର୍ଗ

ବିହାର : ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର । ବାଙ୍କୀପୁରରୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ପାଇଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଛନ୍ତି ପ୍ରଶାନ୍ତ କିଶୋର । ୧୮୯୫୧ ଭୋଟରେ ବିଜୟୀ ହୋଇଛନ୍ତି ପ୍ରଶାନ୍ତ

ବନାଗ୍ନୀ ଲିଭାଇବା ବେଳେ ଦୁଇ ହେଲିକପ୍ଟର ଧକ୍କା, ୫ ମୃତ

ଗ୍ରୀସ୍ : ଗ୍ରୀସରେ ବନାଗ୍ନୀକୁ ରୋକିବାରେ ନିୟୋଜିତ ହୋଇଥିବା ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ହେଲିକପ୍ଟରରେ ଥିବା ପାଇଲଟଙ୍କ ସହ ଅନ୍ୟ କ୍ରିଉ ସଦସ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ ଭାସିଲ୍ସ୍ ଭାଥରାକୋଜିଆନିସ୍ ସୂଚନା

ଜଳିଗଲା ପାସେଞ୍ଜର ଟ୍ରେନ, ଭୟରେ ଡେଇଁଲେ ଯାତ୍ରୀ

ପାଟନା : ବିହାରର ସହରସାରେ ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ବିହାରର ସହରସାରେ ସିମରୀ ବଖତିୟାରପୁର ରେଲୱେ ଷ୍ଟେସନ ପ୍ଲାଟଫର୍ମ ୨ରେ ସମସ୍ତିପୁର-ସହରସା ଟ୍ରେନ ଇଂଜିନ ଏବଂ କୋଚରେ ନିଆଁ ଲାଗିଯାଇଥିଲା । ଟ୍ରେନ ସିମରି ବଖତିୟାରପୁର ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ଛିଡ଼ା

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କର ରକ୍ତାକ୍ତ ଛାୟା । ଆତ୍ମଘାତୀ ଆକ୍ରମଣରେ ୧୪ ମୃତ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଗତକାଲି ସନ୍ଧ୍ୟାରେ ଶାନ୍ତି ପାଇଁ ଆୟୋଜିତ ବିଶାଳ ଜନସମାବେଶ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଭୟଙ୍କର ଆକ୍ରମଣରେ ଅତି କମରେ ୧୪

କାରରୁ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ : କାର ଭିତରୁ ପୁଲିସ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟ ରାସ୍ତାପାର୍ଶ୍ୱରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଦେହ ଜନକ ଭାବରେ ରାସ୍ତାପାର୍ଶ୍ୱରେ ସୋମବାର ସକାଳ ୧୧ଟା ପାଖରୁ ରାସ୍ତା ପାର୍ଶ୍ୱରେ ଲାଲ କାର