Sign in
Sign in
Recover your password.
A password will be e-mailed to you.
ଚିକିଟି ଓ ପାତ୍ରପୁର ବ୍ଲକ୍ର ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କଲେ ଜିଲ୍ଲାପାଳ
ସମୁଦ୍ରକୁ ନଯିବାକୁ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ
ବ୍ରହ୍ମପୁର : ସମ୍ଭାବ୍ୟ ଗଭୀର ଅବପାତକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ ସମସ୍ତ ପ୍ରାକ୍ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶୂନ୍ୟ!-->!-->!-->…
ହୀରାକୁଦ ଉବୁଟୁବୁ, ଖୋଲିଲା ଆଉ ୨ଟି ଗେଟ୍
ସମ୍ବଲପୁର: ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାର ଆଉ ଦୁଇଟି ଗେଟ ଖୋଲିଛି l ହୀରାକୁଦ ତାର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ କୁ ପହଞ୍ଚି ସାରିଛି l
ଆସନ୍ତା ୩୦ ତାରିଖ ସୁଦ୍ଧା ୬୩୦ ଫୁଟ ରହିବା!-->!-->!-->…
ଆସିକା ସମବାୟ ଚିନିଶିଳ୍ପକୁ ଜାତୀୟ ଦକ୍ଷତା ପୁରସ୍କାର
ବ୍ରହ୍ମପୁର : ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ୍କୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ, ନୂଆଦିଲ୍ଲୀ ପକ୍ଷରୁ ‘ଜାତୀୟ ଦକ୍ଷତା ପୁରସ୍କାର’ ପ୍ରଦାନ କରାଯାଇଛି।
ସେପ୍ଟେମ୍ବର ୨୨ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ କେନ୍ଦ୍ରମନ୍ତ୍ରୀ!-->!-->!-->…
ଅଶାନ୍ତ ସମୁଦ୍ର, ପୁରୀ ବେଳାଭୂମିରେ ରେଡ୍ ଫ୍ଲାଗ୍
ପୁରୀ: ପୁରୀ ସମୁଦ୍ର କୂଳରେ ଲାଗିଛି ରେଡ୍ ଫ୍ଲାଗ୍ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ର କୂଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ମୁତୟନ ରହି ପର୍ଯ୍ୟଟକଙ୍କୁ ସଚେତନ!-->…
” ଆପ୍” ର ସାଙ୍ଗଠନିକ ବୈଠକ
ବ୍ରହ୍ମପୁର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆପ୍ ତରଫରୁ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଆୟୋଜନ ସ୍ଥାନୀୟ ଷ୍ଟେସନରୋଡ଼ ସ୍ଥିତ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ଏବଂ ରାଜ୍ୟ ସହ ପ୍ରଭାରୀ ଦିନେଶ କୁମାର, ରାଜ୍ୟ!-->…
ଆର୍ଯ୍ୟପଲ୍ଲୀରେ ଫସିଲେ ୨୭ରୁ ଅଧିକ ଆନ୍ଧ୍ର ଟ୍ରଲର
ଗଞ୍ଜାମ: ସମୁଦ୍ରରେ ଫସିଲେ ମତ୍ସ୍ୟଜୀବୀ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ୨୭ରୁ ଅଧିକ ଆନ୍ଧ୍ର ମାଛଧରା ଟ୍ରଲର ଫସି ରହିଥିବା ସୂଚନା ମିଳିଛି । ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ସମୁଦ୍ରରେ ଲଘୁଚାପଜନିତ ପାଗ ଖରାପ ରହିବା ସହ!-->…
ବର୍ଷା ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ସଜାଗ, ୨୬୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ
ଗଜପତି: ଗଜପତି ଜିଲ୍ଲାରେ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଅଛି । ଗତକାଲି ଠାରୁ ସମସ୍ତ ବ୍ଲକ ର ବିଡ଼ିଓ ଓ ତହସିଲଦାର ମାନଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ଅବପାତ ପ୍ରଭାବରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାରେ!-->…
ଜଗତସିଂହପୁରରେ ଲଗାଣ ବର୍ଷା ସହ ବଢୁଛି ପବନର ବେଗ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ଆଜି ସକାଳଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହ ତୁହାକୁ ତୁହା ପ୍ରବଳ ବର୍ଷା ହେଉଛି । ଏଥିସହ ଝଲକା ଝଲକା ଦମକା ପବନ ମଧ୍ୟ ବଡୁଛି । ବର୍ଷା ଓ ପବନ ଯୋଗୁଁ କେତେକ ସ୍ଥାନରେ ବିଦ୍ୟୁତ୍!-->…
ବାତିଲ ହେଲା ଅଧିକାରୀଙ୍କ ଛୁଟି, ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କଲେ ରାଜ୍ୟ ସରକାର । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ!-->…
୪୫ ହଜାର ଟଙ୍କାର ନକଲି ନୋଟ ଜବତ
ବରଗଡ଼: ବରଗଡ଼ରେ ଧରା ପଡ଼ିଲା ୪୫ ହଜାର ଟଙ୍କାର ନକଲି ନୋଟ । ଏହି ମାମଲାରେ ଜଣେ ନାବାଳକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବରଗଡ଼ ସହରର ସ୍ବାଗତ ସାହୁ ନାମକ ଜଣେ ଯୁବକ ନିଜ OLA ସ୍କୁଟିକୁ ବିକ୍ରି ପାଇଁ OLXରେ ବିଜ୍ଞାପନ ଦେଇଥିଲେ । ଏହାପରେ ପ୍ରାୟ ୪୫ ହଜାର ଟଙ୍କାରେ!-->…