Sign in
Sign in
Recover your password.
A password will be e-mailed to you.
ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ
ବାଲିଗୁଡ଼ା : କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଓଡ଼ିଆ ଜନଜୀବନରେ ଭାଗବତ ଜନ୍ମ ଏକ ପୁରୁଣା ପରମ୍ପରା ଓ ଭକ୍ତିର ନିଆରା ପ୍ରତୀକ। ଏହି ପରମ୍ପରାକୁ ଆଜି ମଧ୍ୟ ଆଗେଇ ନେଇଛନ୍ତି ଗାଁଠୁ ସହର ପର୍ଯ୍ୟନ୍ତ ଲୋକେ। ଭାଗବତ ଜନ୍ମ ଅବସରରେ ମନ୍ଦିର, ମଣ୍ଡପ, ଘର ଓ ଭାଗବତ ଟୁଙ୍ଗୀ ଗୁଡ଼ିକରେ ଭକ୍ତିମୟ!-->…
କୋଟପାଡ଼ ବ୍ଲକରେ ଇନ୍ଦ୍ରାବତୀ ବନ୍ୟା ବିଭୀଷିକା: ୮ ପଞ୍ଚାୟତ ଜଳବନ୍ଦୀ, ୪ ହଜାରରୁ ଊର୍ଦ୍ଧ୍ୱ ସ୍ଥାନାନ୍ତରିତ
କୋଟପାଡ଼: ଲଗାଣ ବର୍ଷା ସାଙ୍ଗକୁ ଉପରମୁଣ୍ଡ ଇନ୍ଦ୍ରାବତୀ ଡ୍ୟାମ୍ରୁ ବଳକା ଜଳ ନିଷ୍କାସନ ଯୋଗୁଁ କୋଟପାଡ଼ ବ୍ଲକରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀକୂଳିଆ ତଳିଆ ଅଞ୍ଚଳଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି। ପ୍ରଶାସନିକ ସୂଚନା ଅନୁଯାୟୀ, ବ୍ଲକର ପ୍ରାୟ ୮ଟି!-->!-->!-->…
ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦାବିି, ଦୁର୍ବ୍ୟବହାରର ଶିକାର ହୋଇଥିବା ନାବାଳିକାଙ୍କ ଫଟୋ ଜାରି ନେଇ ବିବାଦ
ପାଟନା: ବିହାର ଜମୁଇ ରାସ୍ତାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ନାବାଳିକାଙ୍କ ଫଟୋ ଜାରି କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏଭଳି କରିଛନ୍ତି। ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଶାଣ କରିଛନ୍ତି ଓ ତାଙ୍କ ବିରୋଧରେ ଏତଲା ରୁଜୁ!-->…
ମୋଦୀ-ମହିଳାଙ୍କ ଫଟୋ ହଟାଇବାକୁ ମେଟାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ପ୍ରସ୍ତୁତ କରି!-->…
କଙ୍ଗୋରେ ବିମାନ ଦୁର୍ଘଟଣା, ଦୁଇ ବରିଷ୍ଠ ସାମରିକ ବିଚାରପତିଙ୍କ ସମେତ ୧୪ ମୃତ
କଙ୍ଗୋ: କଙ୍ଗୋରେ ଭୟାବହ ବିମାନ ଦୁର୍ଘଟଣା । ଦୁଇ ବରିଷ୍ଠ ସାମରିକ ବିଚାରପତିଙ୍କ ସମେତ ୧୪ ମୃତ । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଭୟାବହ ପ୍ଲେନ କ୍ରାସ । ଦେଶର ଦକ୍ଷିଣ-ପଶ୍ଚିମ ସହର କିକ୍ୱିଟ୍ ରୁ ରାଜଧାନୀ କିନ୍ ଶାସା ଅଭିମୁଖେ ଯାଉଥିବା ଏକ Let L-410 ଟର୍ବୋପ୍ରପ୍ ବିମାନ!-->…
ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୧ ମୃତ
ପାକିସ୍ତାନ: ଉତର-ପଶ୍ଚିମ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ରାସ୍ତାକଡ ପୋଲିସ ଚେକ୍ପୋଷ୍ଟ ନିକଟରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ହଠାତ୍ କିଏ କିଛି ବୁଝିବା ଆଗରୁ ବିସ୍ଫୋରକ ଭର୍ତି ଗାଡି ଆସି ଚେକ୍ପୋଷ୍ଟ ନିକଟରେ ପହଂଚିଥିଲା । ଚାହୁଁ ଚାହୁଁ ଗାଡିରୁ ଧୂଆଁ!-->…
ଫେଲ୍ ମାରିଲା ନାସାର ଏକ୍ସପେରିମେଣ୍ଟ, ପୃଥିବୀ ଫେରିଲା ରୋବୋଟିକ୍ ମହାକାଶଯାନ
ନୂଆଦିଲ୍ଲୀ: ଫେଲ୍ ମାରିଲା ନାସାର ଏକ୍ସପେରିମେଂଟ । ହେଲାନି କାମ, ଫେରିଆସିଲା ରୋବୋଟିକ୍ ମହାକାଶଯାନ । ଅଭିଯାନ ଆରମ୍ଭ ହେବାର ୩ମାସ ପୁରିନି ପୃଥିବୀପୃଷ୍ଠକୁ ଫେରୁଛି ମହାକାଶଯାନ । ନାଶାର ପୁରୁଣା ଟେଲିସ୍କୋପକୁ ଉଦ୍ଧାର କରିବାକୁ ନାସା ଏକ ରୋବୋଟିକ୍ ମହାକାଶଯାନ ଅନ୍ତରୀକ୍ଷକୁ ପ୍ରେରଣ!-->…
ଏଆଇ ଡିପଫେକ୍ ଭିଡିଓ କରି ବିଜେଡି ନେତ୍ରୀଙ୍କୁ ବଦନାମ ଅଭିଯୋଗ, କ୍ୟାପିଟାଲ ଥାନାରେ ବିଜେଡିର ଧାରଣା
ଭୁବନେଶ୍ୱର : କ୍ୟାପିଟାଲ ଥାନାରେ ବିଜେଡିର ଧାରଣା । ସୋସିଆଲ ମିଡ଼ିଆରେ ବିଜେଡି ନେତ୍ରୀଙ୍କ ଏଆଇ ଡିପଫେକ୍ ଭିଡିଓ କରି ବଦନାମ କରାଯାଉଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା ଦେବା ସହ ବିଜେଡି ଗର୍ଜିଛି । ବଣ ବିଚ୍ଛୁଆତି ନାଁରେ ଥିବା ଆଇଡିରେ!-->…
ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି
ସମ୍ବଲପୁର: ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଏବେ ମାଓ କାର୍ଯ୍ୟକଳାପ ନାହିଁ।ସେ କହିଛନ୍ତି,ମାଓବାଦୀ!-->…
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ, ୨୦ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ
ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ l ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ବର୍ତ୍ତମାନ ଜଲଭଣ୍ଡାରର ଜଳସ୍ତର ୬୨୯. ୪୭ ଫୁଟ ରହିଛି l ବାମପଟରେ ୧୩ ଟି ଗେଟ୍ ଓ!-->…