Sign in
Sign in
Recover your password.
A password will be e-mailed to you.
ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ହସ୍ତକ୍ଷେପ କଲା PMO, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ଏହି ସଂପର୍କରେ ସଂପୃକ୍ତି କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ଲୋଡିଛି । କିଛି ଦିନ ତଳେ ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ!-->…
ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ, ୭ ସ୍ଥାନରେ ଚଢ଼ାଉ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ଦ୍ଦେଶକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ । ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ ।!-->…
ଖଜା ଦୋକାନରେ ଚଢ଼ାଉ, ୫ଟି ଭାଟି ସିଲ୍
ପୁରୀ : ଖଜା ଦୋକାନରେ ରେଡ୍ । ୫ଟି ଭାଟି ସିଲ୍ କଲା ପୁରୀ ପୋଲିସ । ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲିଟି ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳୁ ଖାଦ୍ୟ ଓ ଯୋଗାଣ ବିଭାଗ ସମେତ ପୋଲିସ ଟିମ୍ ଏହି!-->…
ଅନୁଗୋଳରେ ଭୂମିକମ୍ପ ଝଟକା ଅନୁଭୂତ
ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା । ରାତି ପ୍ରାୟ ୧୦.୪୭ ମିନିଟରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂର ବ୍ଲକର ସୀମାନ୍ତ ଚଢେଇମରା!-->…
ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ହତ୍ୟା
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସୋମବାର ରାତିରେ ଜଣେ ‘ଜନ ସେବା କେନ୍ଦ୍ର’ ମାଲିକଙ୍କୁ କିଛି ଦୁର୍ବୃତ୍ତମାନେ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପାଶି ଠାରେ ଘଟିଛି। ପ୍ରାଥମିକ ସୂଚନା!-->…
ଭାଲୁକୁଣୀ ଭଷାଣ ବେଳେ ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର
ଯାଜପୁର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁର ସାହୁ!-->…
ରେଡ୍ ବେଳେ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ କଲା ଭିଜିଲାନ୍ସ
ଯାଜପୁର: ଗିରଫ ସହକାରୀ ଯନ୍ତ୍ରୀଙ୍କ ଘରୁ ନଗଦ ୫ ଲକ୍ଷ ଜବତ । ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ଜବତ କରିଛି ଭିଜିଲାନ୍ସ । ୩୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ ଓ ସହଯୋଗୀ । ଜଗତପୁର ସ୍ଥିତ ଜେନାମଣି!-->…
କୁରାଳ ସମବାୟ ସମିତିରୁ ଅର୍ଥ ଆତ୍ମସାତ ଘଟଣା : ୯ବର୍ଷ ପରେ ବି ଜମାକାରୀ ନିରାଶ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୁରାଳ ସମବାୟ ସମିତି ମିନି ବ୍ୟାଙ୍କରୁ ଜମାକାରୀ ମାନଙ୍କର ୬କୋଟି ୪୩ଲକ୍ଷ ଟଙ୍କା ଆତ୍ମସାତ ଘଟଣାକୁ ୯ବର୍ଷ ବିତି ଯାଇଥିଲେ ମଧ୍ୟ ଜମାକାରୀ ମାନେ ସେମାନଙ୍କ ଜମାକାରୀ ମାନେ ଫେରି ପାଇଲେନି ସେମାନଙ୍କ ଜମା ଅର୍ଥ ।ଅନ୍ୟ ପକ୍ଷରେ ଗୋଳମାଳିଆ ପ୍ରଶାସନିକ!-->…
ସ୍ମୃତିରେ ପ୍ରଣବ
ସୁନ୍ଦରଗଡ : ସାଗର ମଧ୍ୟରେ ଥିବା ନୌକାର ମାଝୀ କେଉଁ ଦିନ କୁଆଡ଼େ ସାଗରରେ ହଜିଗଲା ପରି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତ ପ୍ରଣବ କିଶୋର ପଟ୍ଟନାୟକଙ୍କ ତିରୋଧାନ ସମସ୍ତ ଓଡ଼ିଆଙ୍କୁ ବ୍ୟଥିତ କରିଥିଲା ସୁନ୍ଦରଗଡବାସୀ ଆଜି ମଧ୍ୟ ତାଙ୍କ ସୁମଧୁର ସ୍ୱର ଓ ସ୍ୱରର ମାଧୁର୍ଯ୍ୟକୁ ଆଜି!-->…
ଆସିକା ବିଧାୟକଙ୍କ ଦୃଢ଼ ସମର୍ଥକ କାଳିଆ ନାହାକ ଙ୍କୁ ମାରଣାତ୍ମକ ଆକ୍ରମଣ ଗୁରୁତର ଆହତ…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାୟକଙ୍କ ଦୃଢ଼ ସମର୍ଥକ ଦୁର୍ଦାନ୍ତ କାଳିଆ କୁ ମରଣାତ୍ମକ ଆକ୍ରମଣ। ଧରାକୋଟ ଥାନା ଅଧୀନ କମାଶାସନ ନିକଟ ନିଛାଟିଆ ସ୍ଥାନରେ ହରିଡ଼ା ପଦର ଆସିକା ବିଧାୟକ ଙ୍କ ଦୃଢ଼ ସାମର୍ଥକ କାଳୁ ଚରଣ ନାହାକ (କାଳିଆ )ଙ୍କୁ ହୋଇଛି ମରଣାତ୍ମକ ଆକ୍ରମଣ ହୋଇଛି ।!-->…