ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା : ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପ୍ରସାଦ ଓ ପଣା ବଣ୍ଟନ

ବାଲିଗୁଡ଼ା, ତା, ୨୯/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଆଶ୍ୱିନ ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମା’ ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତଙ୍କୁ ଦର୍ଶନ…

ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ

ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ବାବଦରେ ସଚେତନ କରିବ ସୋଲାର ରଥ ପାରଳାଖେମୁଣ୍ଡି: ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତିର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ, ସେବା ସେତୁ ଅଭିଯାନ ଅଧୀନରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ…

ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବ୍ରହ୍ମପୁର : ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ କରାଯାଉଛି l ବନ୍ୟପ୍ରାଣୀ ସଂରକ୍ଷଣ ପୂର୍ବକ ଜଙ୍ଗଲ ସୁରକ୍ଷା, ବୃଦ୍ଧି ଏବଂ ମଣିଷ ଓ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ଦ୍ୱାରା ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏପରି କାର୍ଯ୍ୟକ୍ରମର…

ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଅଧୀନରେ ଶିଶୁ ସୁରକ୍ଷା ଓ ସମୃଦ୍ଧି ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

ଶିଶୁ ଅନୁକୂଳ ପଞ୍ଚାୟତ ଗଠନରେ ଗଞ୍ଜାମ ଉଦାହରଣ ସୃଷ୍ଟି କରୁ : ବବିତା ପାତ୍ର ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ହିଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହେବ : ବବିତା ପାତ୍ର ଛତ୍ରପୁର, ତା. ୨୯/୦୯: “ଶିଶୁ ହସିଲେ ଦେଶ ହସିବ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ।”…

ମୁକୁଳା ଡ୍ରେନରେ ପଡ଼ି ଚାଲିଗଲା ଜୀବନ

ଭଦ୍ରକ : ମୁକୁଳା ଡ୍ରେନ୍ ନେଲା ଜୀବନ । ଭଦ୍ରକ ଟାଉନ ଥାନା ବାଇପାସ ଅଞ୍ଚଳରେ ଅଭାବନୀୟ ଘଟଣା । ସାଳନ୍ଦୀ କେନାଲ ଡିଭିଜନ ଅଫିସ ପଛ ପଟେ ଯାଇଥିବା ଡ୍ରେନରେ ପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ । ମୃତକ ହେଲେ ଅକ୍ଷୟ ପ୍ରଧାନ । ସାଗ ତୋଳିବାକୁ ଯାଇ ଡ୍ରେନରେ ଖସିପଡ଼ିଥିଲେ । ପରିବାର ଲୋକ ବହୁ…

ଅକ୍ଟୋବର ୮ରେ ‘ଇଣ୍ଡିଆ’ ବ୍ଲକ୍ ର ଓଡ଼ିଶା ବନ୍ଦ ଡାକରା

 ଭୁବନେଶ୍ୱର : ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା  ।  ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବ ‘ଇଣ୍ଡିଆ’ ବ୍ଲକ୍ ।  MMDR ଆଇନ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏନେଇ ଗଣମଧ୍ୟାମକୁ ସୂଚନା…

ଆସନ୍ତାକାଲି OSSTET ପରୀକ୍ଷା, ୩୦ ଜିଲ୍ଲାର ୨୬୧ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆସନ୍ତାକାଲି ‘ସେକେଣ୍ଡାରୀ ସ୍କୁଲ୍ ଟିଚର୍ସ ଏଲିଜିବିଲିଟି ଟେଷ୍ଟ’ (OSSTET) ୨୦୨୬ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟ ବା ପେପର (ପେପର-I ଏବଂ ପେପର-II) ରେ ସକାଳ ୯ଟାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ…

MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପରିବର୍ତ୍ତନ ରାଲି । ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ । MMDR ସଂଶୋଧନ ପ୍ରତ୍ୟାହାର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ଓ INDIA…

ସରିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ଵର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର…

ଲଗାଣ ବର୍ଷା ଯୋଗୁଁ କୋରାପୁଟରେ ଭୂସ୍ଖଳନ: ଏକାଧିକ ଟ୍ରେନ୍ ବାତିଲ୍

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ରାୟଗଡ଼ା ରେଳ ଡିଭିଜନ୍ ଅଧୀନସ୍ଥ ମାଲିଗୁଡ଼ା ଏବଂ ଛତ୍ରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ରେଳଧାରଣା ଉପରେ ପାହାଡ଼ରୁ ଅତଡ଼ା ଖସିବା ଫଳରେ…