କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ : ଓଡ଼ିଆ ସାହିତ୍ୟରେ ରାଧାନାଥଙ୍କ ଅବଦାନ ଅତୁଳନୀୟ

ବାଲିଗୁଡ଼ା, ତା, ୨୯/୦୯ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସୌଜନ୍ୟରେ ଏବଂ ଶାଳବଣ ସାହିତ୍ୟ ସଂସଦର ସଂଯୋଜନାରେ ବାଲିଗୁଡ଼ା ସ୍ଥିତ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଠାରେ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଶାଳବଣ ସାହିତ୍ୟ ସଂସଦର ସଭାପତି ଡ. ମଧୁସୂଦନ…

ମା’ ତାରାତାରିଣୀ ପୀଠରେ ଷୋଡଶ ପୂଜା ନେଇ ଟ୍ରଷ୍ଟ ବୋର୍ଡ ବୈଠକ

ଭକ୍ତଙ୍କ ସୁବିଧା ଓ ସୁପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ ଛତ୍ରପୁର : ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତାମାସ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନେଇ ଟ୍ରଷ୍ଟ ବୋର୍ଡ ପରିଚାଳନା କମିଟିର ବୈଠକ…

ପିସି ଓ ପିଏନ୍‌ଡିଟି ଆଇନ କଡାକଡି ଅନୁପାଳନ ନେଇ ଜିଲ୍ଲାସ୍ତରୀୟ ବୈଠକ : ପ୍ରତିମାସ ୫ ତାରିଖ ସୁଦ୍ଧା ଫର୍ମ-ଏଫ୍‌…

ବେଆଇନ ଲିଙ୍ଗ ନିର୍ଣ୍ଣୟ ସମ୍ପର୍କରେ ପ୍ରମାଣିକ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ଛତ୍ରପୁର, ୨୯/୦୯: ଗଞ୍ଜାମ ଜିଲ୍ଲାରେ ପିସି ଓ ପିଏନ୍‌ଡିଟି ଆଇନ, ୧୯୯୪ର କଡ଼ାକଡ଼ି ପ୍ରୟୋଗ, ଲିଙ୍ଗ ଅନୁପାତରେ ସୁଧାର ଏବଂ ବେଆଇନ ଲିଙ୍ଗ ନିର୍ଣ୍ଣୟ ଓ ଗର୍ଭପାତ ରୋକିବା…

ବାନ୍ଧବୀଙ୍କ ଗଳା କାଟି ହତ୍ୟା: ମୃତଦେହକୁ ୯ ଖଣ୍ଡ କରି କେନାଳରେ ଫିଙ୍ଗିଦେଲା

ବିଜୟୱାଡ଼ା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲା ସାମନାକୁ ଆସିଛି । ଟଙ୍କା ପଇସା ବିବାଦକୁ ନେଇ କଂସେଇ ନିଜ କଥିତ ବାନ୍ଧବୀଙ୍କ ଗଳା କାଟି ହତ୍ୟା କରିଛି । ପରେ ମୃତଦେହକୁ ମାଂସ କାଟିଲା ପରି ଖଣ୍ଡ ଖଣ୍ଡ କରି କାଟି ନାଳରେ ଫିଙ୍ଗି ଦେଇଥିବା ପୋଲିସ ତଦନ୍ତରେ…

ଶ୍ରାଦ୍ଧକର୍ମ ବେଳେ ଅଘଟଣ: ନଦୀରେ ବୁଡ଼ିଗଲେ ଗୋଟିଏ ପରିବାରର ୫ ସଦସ୍ୟ

ଝାନ୍ସୀ : ଉତ୍ତରପ୍ରଦେଶ ଝାନ୍ସୀ ଜିଲ୍ଲାର ମଉରାନୀପୁର ଥାନା ଅନ୍ତର୍ଗତ ଅଞ୍ଚଳରେ ଶ୍ରାଦ୍ଧ କର୍ମ କରୁଥିବା ବେଳେ ବଡ଼ ଅଘଟଣ । ରାନୀପୁର ଦେବରିପୁରା ଗାଁରେ ସୁଖନଇ ନଦୀରେ ବୁଡ଼ିଯିବା ଯୋଗୁଁ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଳିଯାଇଛି । ମୃତକଙ୍କ ମଧ୍ୟରେ ବାପା, ପୁଅ, ଭଣଜା, ଭାଣେଜି…

୪ ବର୍ଷ ପରେ ସଚିନ ୱାଜେଙ୍କୁ ଜାମିନ, ମୁମ୍ବାଇ ସମେତ ୫ ଜିଲ୍ଲାକୁ ଏଣ୍ଟ୍ରି ମନା

ମୁମ୍ବାଇ : ଏଣ୍ଟିଲିଆ ବିସ୍ଫୋରକ ମାମଲା ଏବଂ ବ୍ୟବସାୟୀ ମନସୁଖ ହିରେନ ହତ୍ୟାକାଣ୍ଡରେ ପୂର୍ବତନ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ୪ ବର୍ଷ ପରେ ଜାମିନ ମିଳିଛି । ୨୦୨୧ରେ ଗିରଫ ହୋଇଥିଲେ ୱାଜେ । କିନ୍ତୁ ଏବେ ୱାଜେଙ୍କୁ ଜାମିନ ମିଳିଥିବା ସତ୍ତ୍ବେ ଜେଲରେ ରହିବ ।…

ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍: ୪୯ ମୃତ, ୫୮ ଆହତ

ମିଆଁମାର: ମିଆଁମାରରେ ଭୟଙ୍କର ଏୟାରଷ୍ଟ୍ରାଇକ୍ । ବଜାର ନିକଟରେ ମିଆଁମାର ସେନାର ହାଇଆକ୍ରମଣରେ ଚାଲିଗଲା ୪୯ ଜଣଙ୍କ ଜୀବନ । ଆଉ ୫୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବଜାରରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ, କ୍ରେତା ଓ ପଥଚାରୀ ଥିବା ସୂଚନା ମିଳିଛି । ମିଆଁମାରର…

ବକେୟା ଟ୍ରାଫିକ୍ ଇ-ଚାଲାଣକୁ ବିଦ୍ୟୁତ୍ ବିଲ୍ ସହ ଯୋଡ଼ି ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ବିଦ୍ୟୁତ ବିଲ୍ ସହ ଯୋଡ଼ିହେବ ଟ୍ରାଫିକ ଚାଲାଣ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ କେବଳ ଇ-ଚାଲାଣ କାଟିଦେଲେ ହେବନି, ଜରିମାନା ଟଙ୍କା କିପରି ଆଦାୟ ହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ବର୍ଷ ବର୍ଷ ଧରି ଇ-ଚାଲାଣ ବକେୟା ରଖୁଥିବା ଗାଡ଼ି ମାଲିକଙ୍କଠାରୁ…

ନବଜାତଙ୍କୁ ୨୨ କ୍ୟାରେଟ୍‌ ସୁନା ମୁଦି, ପ୍ରତିଶ୍ରୁତି ପୂରଣ କଲେ ଥାଲାପତି

ତାମିଲନାଡୁ: ତାମିଲନାଡୁରେ ନବଜାତ ଶିଶୁଙ୍କ ପାଇଁ ନୂଆ ଯୋଜନାର ଶୁଭାରମ୍ଭ । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଟିଭିକେ ନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି । ‘ଥାଇମାମନ ଥଙ୍ଗା…

ବଢ଼ିବ CEC ଜ୍ଞାନେଶ କୁମାରଙ୍କ ଅଡୁଆ: ନିଲମ୍ବନ ପାଇଁ ସୁପ୍ରିମକୋର୍ଟରେ ଆବେଦନ, ଆସନ୍ତା ସପ୍ତାହରେ ଶୁଣାଣି

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟପ୍ରଣାଳୀ ଓ ଏସଆଇଆର ସମ୍ପର୍କୀତ ନିଷ୍ପତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ତାଙ୍କ ନିଲମ୍ବନ ପାଇଁ ଏକ ଆବେଦନ କରାଯାଇଛି । ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ସପ୍ତାହରେ…