ଟ୍ରମ୍ପଙ୍କୁ କମଲା ହାରିସଙ୍କ ଖୋଲା ଚ୍ୟାଲେଞ୍ଜ

ଆମେରିକା : ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ।

ଷ୍ଟେସନ ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…

ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି। ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ

ଏଣିକି ସ୍କ୍ରିନିଂ ଟେଷ୍ଟରେ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର: ପରିବହନ ସଚିବ

ଭୁବନେଶ୍ବର: ଆମ ବସ୍ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ବଡ଼ ପଦକ୍ଷେପ । ଏଣିକି ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଆମ ବସ୍ ଚଳାଇପାରିବେ ଡ୍ରାଇଭର । ତେବେ ଥାର୍ଡ ପାର୍ଟି ଅଧିନରେ ଚାଳକଙ୍କ ସ୍କ୍ରିନିଂ ଟେଷ୍ଟ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ରୋଡ

କାରକୁ ଧକ୍କା ଦେଲା ଟ୍ରକ; ଗୋଟିଏ ପରିବାରର ୩ ମୃତ

ପାରଳାଖେମୁଣ୍ଡି : ନୂଆବର୍ଷର ପ୍ରଥମ ରବିବାରରେ ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଶିଶୁକନ୍ୟା ସମେତ

ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ ଓ ୨ ଗୁରୁତର

କେନ୍ଦ୍ରାପଡା : ପାରିବାରିକ କଳହର କରୁଣ ପରିଣତି । ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ଗୁରୁତର । ଗୁରୁତରମାନେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ଅଛନ୍ତି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରିଲୋ ଗାଁରେ ଅଘଟଣ l ଦାଦାର ଶାବଳ ମାଡରେ

ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଲେ ଗଜପତି

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ମହାପ୍ରଭୁ ବର୍ଷସାରା ବାହାରକୁ ଆସି ପରିବେନି କହି ନିଜ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜ । ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମହାପ୍ରଭୁଙ୍କ ପ୍ରଥାମ ସେବକ ତଥା

ଉଦଘାଟିତ ହେବ ରଣପୁର ମହୋତ୍ସବ “ଅର୍ଜୁନ “୨୦୨୬ : ୫ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ମହୋତ୍ସବ…

ରଣପୁର : ୪/୧(ନିସର୍ତ୍ତ): ଆଜି ଉଦଘାଟନ ହେବ ରଣପୁର ମହୋତ୍ସବ "ଅର୍ଜୁନ" ୨୦୨୬ । ରଣପୁରର ଐତିହ୍ୟ, କଳା, ପରମ୍ପରାକୁ ନେଇ ଅନୁଷ୍ଠିତ ହେଉଥିବା ରଣପୁର ମହୋତ୍ସବ‘ଅର୍ଜୁନ-୨୦୨୫’ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବାଘସାମନ୍ତ ପଡିଆରେ ସୋମବାର ଦିନ ଅନୁଷ୍ଠିତ ହେବା ପାଇଁ ଯାଉଛି |

ଟ୍ରକ୍‌ ପଛରେ ପିଟି ହେଲା କାର୍‌: ଚାଲିଗଲା ୩ ଜୀବନ

ସମ୍ବଲପୁର: ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ପାଉଁଶ ବୋଝଇ ଟ୍ରକ୍‌ର ପଛକୁ ଦ୍ରୁତଗାମୀ କାର୍‌ ଶକ୍ତ ଧକ୍କା ଦେଇଛି। ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। ସମ୍ବଲପୁର ସହରର ଧନୁପାଲି ଥାନା ଅଧୀନ ନକ୍ସାପାଲିରେ ଆଜି ଅପରାହଣ୍‌ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ, ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ଼

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ଘଟୁଛି ସମାନ ଘଟଣା । ସରକାର ଲୋକଙ୍କ ସେବା ପାଇଁ ଚଲାଉଥିବା ଆମ ବସ୍ ସେବା କମ୍ ଜୀବନ ଅଧିକ ନେଲାଣି । ଯେତେ ପ୍ରଚାର ପ୍ରସାର ପରେ ବି ସୁଧୁରୁନାହାନ୍ତି ବସ ଚାଳକ । ମନଇଚ୍ଛା ବସ୍ ଚଲାଇବା ଫଳରେ ଗଲାଣି କେତେ ନିରୀହଙ୍କ ଜୀବନ । ଏତେ ସବୁ ପରେ

ଧାଡ଼ି ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିରରେ ଠେଲାପେଲା, ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୂଜିଛି । ସେବକ ଓ ସୁରକ୍ଷାକର୍ମୀଙ୍କ ମାଧରେ ଠେଲାପେଲା ହୋଇଥିବା ସୂଚନା ରହିଛି । ପୁଣି ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୁଜିଛି । ଶ୍ରୀମନ୍ଦିର ସୁରକ୍ଷା ସ୍ଵତନ୍ତ୍ର ବଳ ଓ