ପଥର ଖଣିରେ ବିସ୍ଫୋରଣ, ୪ ଶ୍ରମିକ ମୃତ

ଓଡ଼ାପଡ଼ା: ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ଶନିବାର ଏକ କଳା ମୁଗୁନି ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କିଛି ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକମାନେ ଦେବଗଡ଼

୫ ଦିନିଆ କନ୍ଧମାଳ ମହୋତ୍ସବ : ବହୁ ନାମିଦାମୀ ଓଲିଉଡ କଳାକାର ଙ୍କ ଆଗମନ,କଡା ସୁରକ୍ଷା ବ୍ୟବସ୍ଥା…

କନ୍ଧମାଳ, ତା, ୦୪/୦୧ : ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ, ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ, ଦାରିଙ୍ଗବାଡି ରେ ୮ ତାରିଖ ଠାରୁ ୧୧ ତାରିଖ

ବ୍ରେଥ ଆନାଲାଇଜର ଜରିଆରେ ଆମ-ବସ୍ ଚାଳକଙ୍କ ମଦ୍ୟପାନ ଯାଞ୍ଚ

ଭୁବନେଶ୍ବର: ଗତକାଲି ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ । ରାଜଧାନୀର ପ୍ରତି ଆମ-ବସ୍ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରୁଛି ପୁଲିସ । ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିବା ପରେ ଚେତିଛି ପ୍ରଶାସନ । ପ୍ରତ୍ୟକ ଛକରେ

ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣା: ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ

ଭୁବନେଶ୍ବର : ରୁପାଲୀ ଛକ ଆମ-ବସ୍ ଦୁର୍ଘଟଣାରେ ଅଟୋ ଚାଳକଙ୍କ ପ୍ରତିବାଦ । ଆମ-ବସ୍ ଆଗରେ ଧୂପ ବୁଲାଇ ପ୍ରତିବାଦ କଲେ ସ୍ମାର୍ଟସିଟି ଅଟୋ ଆସୋସିଏସନର ବିକ୍ଷୋଭ । ଗତକାଲି ଭୁବନେଶ୍ବର ରୂପାଲୀ ଛକରେ ଆମ-ବସ୍ ଦୁର୍ଘଟଣାରେ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ପ୍ରତିବାଦ କର ରାସ୍ତାକୁ

ଗ୍ରାମ୍ୟ ଉନ୍ନୟନ ବିଭାଗରେ ହେଉଥିବା ଦୁର୍ନୀତି ସହ ଅନେକ ଦୁର୍ନୀତିର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ

ଚିକିଟୀ -- ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟୀ ଓ ପାତ୍ରପୁର ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ନେଇ ରବିବାର ଚିକିଟୀ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ନିର୍ବାଚନ ମଣ୍ଡଳୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ,

ଆମ ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ

କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡା ରେ ମଶାଲ ଶୋଭାଯାତ୍ରା…

ବାଲିଗୁଡା,ତା, ୦୪/୦୧ : କନ୍ଧମାଳ ମହୋତ୍ସବ ନିମନ୍ତେ ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ପ୍ରଥମେ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ସାପାଗାଣ୍ଡା ସ୍ଥାନରୁ ଏହି ମଶାଲ ବାହାରି ତୁମୁଡିବନ୍ଧ ବ୍ଲକ ଓ କୋଟଗଡ଼ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକରେ

ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଲା

ନୂଆପଡା ଗ୍ରାମରେ ରେ ହିନ୍ଦୁ ସମ୍ମିଳନୀ…

ଚିକିଟି: ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ନୂଆପଡା ସମେତ ଆଖପାଖ ପ୍ରାୟ 10 ଟି ଗ୍ରାମର ଶତାଧିକ ହିନ୍ଦୁ ଭାଇଭଉଣୀ ମାନେ ଏକତ୍ରିତ ହୋଇ ନୂଆପଡା ଗ୍ରାମର ନଗର ପରିକ୍ରମା କରିଥିଲେ l ଏହାପରେ ନୂଆପଡା ଗ୍ରାମର କଲ୍ୟାଣ ମଣ୍ଡପଠାରେ ଏକ

ପଥ ଉତ୍ସବ ଆରମ୍ଭ, ଶୀତୁଆ ସକାଳର ମଜା ନେଲେ ରାଜଧାନୀବାସୀ

ଭୁବନେଶ୍ବର: ଶୀତୁଆ ସକାଳରେ ଆରମ୍ଭ ହୋଇଛି ପଥ ଉତ୍ସବ । ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି । ମାଷ୍ଟର୍‌ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ । ରଙ୍ଗୋଲିରେ