Sign in
Sign in
Recover your password.
A password will be e-mailed to you.
କୋଟପାଡରେ ଭିବି ଜି ରାମ ଜି ଯୋଜନାକୁ ନେଇ ସଚେତନତା ସଭା
କୋରାପୁଟ /କୋଟପାଡ଼ : କୋଟପାଡ ଦଶହରା ପଡିଆ ଠାରେ ବିକଶିତ ଭାରତ (ଗ୍ୟାରେଣ୍ଟି) ରୋଜଗାର ଏବଂ ଜୀବିକା ମିଶନ ( ଗ୍ରାମୀଣ) ନୂତନ ଯୋଜନାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ!-->!-->!-->…
ପଦ୍ମଗିରି ଧାନ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ଓ ଟାର୍ଗେଟ ବୃଦ୍ଧି ଦାବିରେ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଧାନ ମଣ୍ଡିରେ ଅବ୍ୟବସ୍ଥା ସହ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ନେଇ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ ଦ୍ୱରସ୍ତ। ଚାଷୀଙ୍କ ଧାନ ଉଠିବା ପାଇଁ ଉପଯୁକ୍ତ ପରିମାଣର ଟାର୍ଗେଟ ଆସୁନଥିବା ହେତୁ ଏହାର ସମାଧାନ ପାଇଁ ସେମାନେ ଦାବି!-->…
ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ ର ଏକ ଜରୁରୀ କାଳୀନ ବୈଠକ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ପ୍ରଥମେ ସଂଘ ର ବାର୍ଷିକ ବିବରଣୀ ପଠନ ସହ ଆୟବ୍ୟୟ ର ସମୀକ୍ଷା!-->…
ଗଞ୍ଜାମ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ……!
ଲକ୍ଷ ଲକ୍ଷ ଟଙ୍କାର ମୋରମ ହେଉଛି ଲୁଟ ପ୍ରଶାସନ ନିରବଦ୍ରଷ୍ଟା…!
ମୋରମ ପାଇଁ ସ୍ୱଳ୍ପ ରୟାଲଟି ଦେଇ ସହ ସହ ଗାଡ଼ିରେ ଲୁଟ ହେଉଛି…..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନେ ସ୍ଥାନୀୟ ନେତା ଓ ପ୍ରଶାସନ ର ଲେଖା ଛିଡେଇ ମାଫିଆ ମାନଙ୍କୁ ହାତ କରି ମୋରମ ଲୁଟୁ ଥିବା ଘଟଣା!-->!-->!-->!-->!-->…
ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ
ବାଲିଗୁଡା,(୨୫/୦୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ଚତୁର୍ଭୁଜ ରାଉତ, ଜିଲ୍ଲା ସଂପାଦକ ରଞ୍ଜନ କୁମାର!-->…
ବେଆଇନ ମାଙ୍କଡ଼ା ଚୋରା ଚାଲାଣ : ଟ୍ରକ୍ ଏବଂ ଟ୍ରାକ୍ଟର ଜବତ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ରବିଗାଡିଆ ପଞ୍ଚାୟତ ବଲଭଦ୍ରପୁରରୁ ଓଡି ୦୨ବିକେ ୫୭୫୭ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରିଥିଲେ । ସେହିପରି ଓଡି ୫ଜି ୭୮୬୭ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରି ଦୁଇ ଚଳକକୁ ଗିରଫ କରାଯାଇଛି!-->…
କୋଟପାଡ଼ ଅଧିଷ୍ଠାତି ଦେବୀ ମାଁଏ ଠକରେଆନ୍ଙ୍କ ତ୍ରୟ ବାର୍ଷିକ ଘଣ୍ଟଯାତ୍ରା ପାଇଁ “ହୁକୁମ”ମାଗିବା…
କୋରାପୁଟ /କୋଟପାଡ଼:- 25/02/26:--କୋରାପୁଟ ଜିଲ୍ଲା କୋଟପାଡ଼ ଗଡ଼ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁଏ ଠକରେଆନ୍(ଶୀତଳା ଠାକୁରାଣୀ)ଙ୍କ ତ୍ରୟବାର୍ଷିକ ଘଣ୍ଟଯାତ୍ରା ଆରମ୍ଭ ନିମନ୍ତେ "ହୁକୁମ"ମଗା ପରମ୍ପରା ମଙ୍ଗଳବାର ଦିନ ଅନୁଷ୍ଟିତ ହୋଇଯାଇଛି I ଗଡ଼ର ମୂଳ ଆଦିବାସୀ ପରମ୍ପରା ଅନୁଯାୟୀ!-->!-->!-->…
ଟୋକନ ଅବଧି ସରିଗଲେ ମିଳିବ ଆହୁରି ୧୫ ଦିନ ସମୟ
ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ବିଜେଡିର ଚାଷୀ ବଞ୍ଚାଓ ସମାବେଶର ଦିନକ ପରେ ମୁହଁ ଖୋଲିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଚାଷୀଙ୍କର ସମସ୍ତ ଧାନ କିଣା ଯିବ । କେହି ମଧ୍ୟ ବାଦ୍ ପଡିବେ ନାହିଁ ।!-->…
ଚଳିତ ମାଟ୍ରିକ ପରୀକ୍ଷାର ସବୁଠୁ କୁନି ପରିକ୍ଷାର୍ଥୀ, ଉଚ୍ଚତା ମାତ୍ର ଦେଢ଼ ଫୁଟ
କାମାକ୍ଷାନଗର: ସବୁଠୁ କୁନି ପରିକ୍ଷାର୍ଥୀ । ଉଚ୍ଚତା ମାତ୍ର ଦେଢ଼ ଫୁଟ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଛାତ୍ରୀ ଜଣଙ୍କ ହେଲେ କାମାକ୍ଷାନଗର ବ୍ଲକ ମହୁଲପାଳ ସ୍ଥିତ ନିଗମାନନ୍ଦ ହାଇସ୍କୁଲର ସୁନିତା ନାୟକ । ସେ ଠିକରେ କଥା କହିପାରୁ ନାହାଁନ୍ତି କି ଶୁଣି ପାରନ୍ତି ନାହିଁ ।!-->…
ପାରାଦୀପ ବେଳାଭୂମିରେ ଲାଗିଲା ୨୦ ଫୁଟର ତିମିର ମୃତଦେହ
ପାରାଦୀପ: ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ । ତେବେ ତିମି ମାଛଟିର କେମିତି ମୃତ୍ୟୁ ହୋଇଛି ତାହା!-->…