Sign in
Sign in
Recover your password.
A password will be e-mailed to you.
ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ । ତୁରେକେଲା ଥାନା ବୁଢ଼ିବାହାଲ ଗାଁ ନିକଟରେ ବୁଲାଣି ରେ ବାଇକ ଦୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଡୁମେରଚୁଆଁ ଗାଁର ହରେଶ ମାଝୀ ଓ ତାଙ୍କ ଶଳା!-->…
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ଜୟପୁର: ଭାଲୁ ଆକ୍ରମଣରେ ମହିଳା ଗୁରୁତର । ଶୌଚ ପାଇଁ ଯାଉଥିବା ବେଳେ ଆକ୍ରମଣ କଲା ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ପୁଣି ଭାଲୁ ଆତଙ୍କ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟ ପଡିଆକୁ ଯାଇଥିଲେ । ହଠାତ ୩ଟି ଭାଲୁ!-->…
ତୋଷାଳୀ ଭବନରେ ଅଗ୍ନିକାଣ୍ଡ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ ଫାଇଲ୍
ଭୁବନେଶ୍ବର: ତୋଷାଳୀ ଭବନରେ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ନିଆଁ ଲାଗିଛି । ଳୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକଡରୁମ ୩ରେ ନିଆଁ ଲାଗିଥିବା ସୂଚନା । ଘଟଣାୋସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସରକାରୀ ଗୁରୁତ୍ୱପୂର୍ଣ୍ଣ ଫାଇଲ୍!-->…
କୋଲ୍ଡ ଷ୍ଟୋରେଜ୍ ପାଇପ୍ ଫାଟି ଆମୋନିଆ ଗ୍ୟାସ ଲିକ୍, ଲୋକେ ଆତଙ୍କିତ
ଭୁବନେଶ୍ୱର: ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ । ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ । ଆଳୁଗୋଦାମ ନିକଟ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ । ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା!-->…
୨ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼, ୧୦୦ ଅଟକ
ଜଳେଶ୍ବର: ଏସ ଆଇ ଆର ସର୍ଭେ ପାଂଇ ଓଡିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ ମାରିବା ଘଟଣା ରେ ୧୦୦ ରୁ ଉର୍ଧ୍ବ ଲୋକଙ୍କୁ ଉଠାଇ ନେଲା ଜଳେଶ୍ବର ପୋଲିସ । ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହ ରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ । ଉଦ୍ଧାର!-->…
ଆସନ୍ତାକାଲିଠୁ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ଭୁବନେଶ୍ୱର:ଆସନ୍ତାକାଲି ଠାରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା (CPET) ପାଇଁ ଅନଲାଇନ୍ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି!-->…
ମାର୍ଚ୍ଚ ୧୬ ରେ ରାଜ୍ୟସଭା ନିର୍ବାଚନ; ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ । ୬ ତାରିଖରେ ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର!-->…
ଟ୍ରକ ଚକ ତଳେ ଚାପିହୋଇ ଯୁବତୀ ମୃତ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରମସାଗର ପାର୍କ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବତୀ ଜଣକ ଲଣ୍ଡାବାଦୁ ଗ୍ରାମର ନିଳୀମା ମୁଦୁଲି (୧୮)।ମୃତ ନିଳୀମା ଓଡ଼ଗାଁ ରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।ଗତକାଲି!-->…
ଗଞ୍ଜାମ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ :ରକ୍ଷକ ଆଜି ସାଜିଛି ଭକ୍ଷକ…!
ମୋରମ ପାଇଁ ସ୍ୱଳ୍ପ ରୟାଲଟି ଦେଇ ସହ ସହ ଗାଡ଼ିରେ ହର ଲୁଟ ହେଉଛି ମୋରମ …..!
ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପ୍ରଶାସନ କଳରେ ପ୍ରତିଯୋଗିତା..!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଜମି ମାଫିଆ ମାନେ ସ୍ଥାନୀୟ ନେତା ଓ ପ୍ରଶାସନ ର ଲେଖା ଛିଡେଇ ମୋରମ ମାଫିଆ ମାନଙ୍କୁ ହାତ!-->!-->!-->!-->!-->!-->!-->…
ଫଳରେ ବୋଳୁଥିଲେ ମୂଷା ମରା ଔଷଧ, ୨ ବ୍ୟବସାୟୀ ଗିରଫ
ମହାରାଷ୍ଟ୍ର: ମୁମ୍ବାଇର ଉତ୍ତର ଉପକଣ୍ଠ ମଲାଡରେ ଅଭାବନୀୟ ଘଟଣା ଘଟିଛି। କିଛି ଫଳ ବିକ୍ରେତା ବଜାରରେ ମୂଷା ମରା ବିଷ ଲଗାଇ ଫଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୋଗ ପାଇବା ପରେ, ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିକ୍ରେତାଙ୍କ ଦୋକାନକୁ!-->…