ପ୍ରତି ଘରେ ଲାଗିବ ସ୍ମାର୍ଟ ମିଟର, କ୍ୟାବିନେଟ୍ ନିଷ୍ପତ୍ତି ପରେ ଆସିଲା ଶକ୍ତି ବିଭାଗର ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଲୋକଙ୍କ ଘରେ ସ୍ମାର୍ଟ ମିଟର ଲଗାଇବେ ସରକାର। କ୍ୟାବିନେଟ ନିଷ୍ପତ୍ତି ପରେ ଗାଇଡଲାଇନ ଆଣିଲା ଶକ୍ତି ବିଭାଗ। ଏନେଇ ରାଜ୍ୟ ସରକାର ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨ କିଲୋ ୱାଟ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ

ଧୋଡ଼ିପାଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି : ଛାତ୍ର ଅଭିଭାବକ ମର୍ମାହତ…

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଘୁମଣୀ ଯାନୀଙ୍କ ବଦଳି ରାଇଘର ବ୍ଲକ ଅନ୍ତର୍ଗତ ନୁଆଁପାରା ସରକାରୀ ବିଦ୍ୟାଳୟକୁ ହୋଇଥିବା ଖବର ସମଗ୍ର ଅଞ୍ଚଳରେ ଗଭୀର ଭାବାବେଗ ସୃଷ୍ଟି

ଜାନୁଆରୀ ପହିଲାରୁ ପୂର୍ବତଟ ରେଳପଥର ନୂଆ ସମୟ ସାରଣୀ ଲାଗୁ

ଭୁବନେଶ୍ୱର: ନୂଆବର୍ଷରେ ବଦଳିଲା ଟ୍ରେନ୍‌ର ସମୟ ସାରଣୀ। ୨୦୨୬ ଜାନୁଆରୀ ୧ରୁ ନୂତନ ସମୟ ସାରଣୀ ଜାରି କରିଛି ପୂର୍ବ ତଟ ରେଳପଥ। ସଂଶୋଧିତ ସମୟସାରଣୀରେ ନୂତନ ଟ୍ରେନ ପ୍ରଚଳନ, ବିଦ୍ୟମାନ ସେବାର ସମ୍ପ୍ରସାରଣ, ଟ୍ରେନ ଚଳାଚଳର ଫ୍ରିକ୍ୱେନ୍ସି ବୃଦ୍ଧି, ଅତିରିକ୍ତ ଷ୍ଟପେଜ୍, ଟ୍ରେନର ଗତି

ସାପ୍ତାହିକ ହାଟରେ ବ୍ୟବସାୟୀ ଦୋକାନ ଖୋଲିବାକୁ ମନାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ବ୍ୟବସାୟୀ

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ମଗିରି ବୁଧବାର ସାପ୍ତାହିକ ହାଟକୁ ନିର୍ଦ୍ଧିଷ୍ଟ ଲୋକଙ୍କୁ ବଜାରରେ ଆସିବା ଓ ଦୋକାନ ଖୋଲିବାକୁ ମନା କରାଯାଉଥିବା ଅଭିଯୋଗରେ ଆଜି ମାଲକାନଗିରି ଥାନାର ଦ୍ଵାରସ୍ତ ହୋଇଛନ୍ତି ହାଟ ବ୍ୟବସାୟୀମାନେ। ଅଭିଯୋଗ ଅନୁଯାୟୀ ମାଲକାନଗିରି ସଦର ବ୍ଲକ

ଶଶୁର ଘରେ ଜ୍ବାଇଁଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ : ଫାଣ୍ଡି ଆଗରେ ଶବ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ନୟାଗଡ଼, ୨/୧ (ନିସର୍ତ୍ତ) : ଶଶୁର ଘରେ ଜ୍ବାଇଁ ବିପିନ ଭୂୟାଁଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ।ନୟାଗଡ଼ ସଦର ଥାନାରେ ଏତଲା ନ ରଖିବାରୁ ମୃତକଙ୍କ ପରିବାର ଲୋକେ ଦର୍ପନାରାୟଣପୁର ଫାଣ୍ଡି ଆଗରେ ଶବ ରଖି ଧାରଣା ଦେଇ ଥିଲେ । ଅଭିଯୋଗ ଅନୁସାରେ, ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଲେ ବେଲୁଚ୍ ନେତା

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି ବେଲୁଚ୍ ନେତା । ଚୀନ୍ ବେଲୁଚିସ୍ତାନରେ ସାମରିକ ବାହିନୀ ମୁତୟନ କରିବାକୁ ଯାଉଥିବା ସେ ଚିଠିରେ ଦାବି କରିଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପାକିସ୍ତାନର ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଚିଠି

ସେନା ଶିବିରରେ ଅଗ୍ନିକାଣ୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଜୋଶୀମଠରେ ଏକ ସେନା ଶିବିର ଭିତରେ ଥିବା ଏକ ଦୋକାନରେ ହଠାତ୍ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଦୋକାନଟି ଜଳିଯାଇଥିଲା । ସେନା କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ପ୍ରୟାସ କରୁଛନ୍ତି । ଶିବିରର ଷ୍ଟୋରେଜ୍ ଅଞ୍ଚଳରେ ଅପରାହ୍ନ ପ୍ରାୟ ୨ଟା

ସ୍ବିଜରଲାଣ୍ଡ ସ୍କି ରିସର୍ଟ ଅଗ୍ନିକାଣ୍ଡରେ ୪୭ ମୃତ: ୫ଦିନ ରାଷ୍ଟ୍ରୀୟ ଶୋକ ପାଳନ

ଜେନିଭା: ନୂଆବର୍ଷ ପାଳନ ସମୟରେ ସ୍ବିଜରଲାଣ୍ଡର କ୍ରାନ୍ସ ମଣ୍ଟାନା ସହରରେ ଏକ ସ୍କି ରିସର୍ଟ ବାର୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ଏପର୍ଯ୍ୟନ୍ତ ୪୭ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦୦ରୁ ଅଧିକ ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହା ଏକ ଦୁର୍ଘଟଣା ଏବଂ

ଇନ୍ଦୋରରେ ଉଗ୍ର ରୂପ ନେଲା ଦୂଷିତ ପାଣି ସମସ୍ୟା : ୫୦୦ରୁ ଅଧିକଙ୍କୁ ଝାଡ଼ାବାନ୍ତି, ଆଇସିୟୁରେ ୩୨ ଜଣ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି । ଦୂଷିତ ପାଣି ପିଇ ଅଞ୍ଚଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୫୦୦ରୁ ଅଧିକ ଲୋକଙ୍କ ବାନ୍ତି ଏବଂ ଝାଡା ହେଉଥିବା ବେଳେ ୨୦୦ ଲୋକ ହସପିଟାଲରେ