Sign in
Sign in
Recover your password.
A password will be e-mailed to you.
ଢ଼ୋ ଢ଼ା ରେ ବାୟୁ ପ୍ରଦୂଷଣ ସରକାରୀ ନିୟମକୁ ଫୁ….
ବ୍ରହ୍ମପୁର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୁଇ ଘଣ୍ଟା ବାଣ ଫୁଟା ନିୟମ ଫେଲ ମାରିଲା। ଢ଼ୋ ଢ଼ା ରେ କମ୍ପିଲା ଗଞ୍ଜାମ ଜିଲ୍ଲା ଦୀପାବଳୀ ଦିନ ତମାମ ବାଣ ଫୁଟା ଆବାଜ୍ ରେ ଗାଁ ରୁ ସହର ଥରୁଥିଲା। ରାତ୍ର ପ୍ରାୟ ୧୨ ଟା ପର୍ଯ୍ୟନ୍ତ ଢ଼ୋ ଢ଼ା ଚାଲୁରହିଲା। ପ୍ରଶାସନ ପକ୍ଷରୁ ଜଣଙ୍କ ନାଁ ରେ!-->…
ଆଲୋକର ପର୍ବ ଦୀପାବଳିରେ କୋଦଭାଟାର ମା ଶ୍ୟାମା କାଳୀ ପୂଜା ଧୁମଧାମ ରେ ପାଳିତ…
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ଅନ୍ତର୍ଗତ କୋଦଭାଟା ସାହିରେ ଥିବା ମା କାଳୀ ମନ୍ଦିର ପ୍ରାଙ୍ଗଣରେ ଏ ବର୍ଷ ମା ଶ୍ୟାମା କାଳୀ ପୂଜା ଧର୍ମିୟ ଉତ୍ସାହ ଓ ହର୍ଷଉଲ୍ଲାସର ମଝିରେ ମହା ଧୁମଧାମରେ ଅନୁଷ୍ଠିତ ହୋଇଛି। ବିଗତ କାଲି ରାତିରେ ମାଙ୍କ ପୂଜା ଶାସ୍ତ୍ରୋକ୍ତ ଭାବରେ!-->…
କାର୍ତ୍ତିକ ରେ ପରିବା ସାମଗ୍ରୀ ର ଦର ନିୟନ୍ତ୍ରଣ ବାହାରେ…!
ବ୍ରହ୍ମପୁର: କାର୍ତ୍ତିକ ମାସର ଦ୍ୱାହି ଦେଇ ବ୍ୟବସାୟୀ ମାନେ ନିଜ ମର୍ଜୀ ରେ ଦରଦାମ ବୃଦ୍ଧି କରିଛନ୍ତି। ଆସିକା ତଥା ଏହାର ଆଖ ପାଖ ଅଞ୍ଚଳରେ ବିଭିନ୍ନ କିସମର ପରିବା ଚାଷ ହୁଏ। ଗାଁ ଗାଁ ରେ ସମସ୍ତ ପ୍ରକାର ଚାଷ ହେବା ଫଳରେ ଆସିକା ଅଞ୍ଚଳରେ ସତେଜ ପରିବା ମିଳିବା ସାଙ୍ଗକୁ ଦରଦାମ ଅନ୍ୟ ବ୍ଲକ!-->…
ମିନି ଶିବକାଶୀ ନଳବଣ୍ଟା ଗ୍ରାମରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ ବିପୁଳ ପରିମାଣର ବାଣ ଜବତ…
ଢ଼ୋ ଢ଼ା ପୂର୍ବରୁ ପୋଲିସ ପକ୍ଷରୁ ଚଢ଼ାଉ…….ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମ। ବର୍ଷ ତମାମ୍ ଏଠାରେ ଦେଶୀ ବାଣ ପ୍ରସ୍ତୁତ ହୁଏ। ନଳବଣ୍ଟା ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ବି ରହିଛି। ଗାଁ ର ଅଧିକାଂଶ ପରିବାର ର ପିଲାରୁ!-->!-->!-->…
ବରିଷ୍ଠ ସାମ୍ବାଦିକ ସରୋଜ ଦାଶଙ୍କ ମାତୃ ବିୟୋଗ….
ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ସରୋଜ ଦାଶଙ୍କ ମାତୃ ବିୟୋଗ। ଆସିକାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିପିନ ଦାଶଙ୍କ ଧର୍ମପତ୍ନୀ ଜୟନ୍ତୀ କୁମାରୀ ଦାଶଙ୍କ ୭୪ ବର୍ଷରେ ଆରର୍ବାନ ବ୍ୟାଙ୍କ ରୋଡ଼ ସ୍ଥିତ ନିଜ ବାସ ଭବନ ରେ ଦେହାନ୍ତ ହୋଇଛି। ସେ ଜଣେ ଧର୍ମପରାୟଣ, ମିଷ୍ଟଭାସି, ପରୋପ!-->…
ଆସିକା ସହର ର ମୁଖ୍ୟ ରାସ୍ତାରେ ଟ୍ରାଫିକ ଜାମ୍ : ପ୍ରଶାସନ ନିରବ ଦ୍ରଷ୍ଟା ସାଧାରଣ ଲୋକେ ହନ୍ତସନ୍ତ….!
ବ୍ରହ୍ମପୁର: ଆସିକା ସହର ର ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ମୁଖ୍ୟ ରାସ୍ତା। ଏହି ରାସ୍ତାରେ ଦିନ ତମାମ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସାଧାରଣ ଜନତା। ଏପରିକି ସ୍କୁଲ, କଲେଜ, କୋର୍ଟ କଚେରୀ, ବ୍ୟାଙ୍କ ଓ ମୁଖ୍ୟ ଡାକଘର ଏହି ରାସ୍ତା ଦେଇ ସହ ସହ ଲୋକ ଦୁଇ ଚକିଆ ଯାନ ଓ ଚାରି ଚକିଆ!-->…
ମୋନାଲିସା ଚିତ୍ର ଥିବା ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମରେ ଚୋରି
ପ୍ୟାରିସ: ବିଶ୍ଵର ପ୍ରସିଦ୍ଧ ମ୍ୟୁଜିଅମ, ଯେଉଁଠି ମୋନାଲିସା ଚିତ୍ର ରହିଛି, ସେଠାରୁ ଚୋରି ହୋଇଛି। ରବିବାର ସକାଳେ ଘଟିଥିବା ଏହି ଘଟଣା ସମଗ୍ର ବିଶ୍ଵକୁ ସ୍ତବ୍ଧ କରିଦେଇଛି। ଫ୍ରାନ୍ସର ପ୍ୟାରିସରେ ଥିବା ‘ଲଭରେ’ ମ୍ୟୁଜିଅମରେ ଏଭଳି ଘଟଣା ଘଟିଛି। ଫଳରେ ଏହାକୁ ରବିବାର ବନ୍ଦ କରିଦିଆଯାଇଛି।!-->…
ବ୍ରହ୍ମୋସକୁ ବିଶ୍ୱର ସର୍ବୋତ୍ତମ କ୍ଷେପଣାସ୍ତ୍ର ଭାବେ କରାଯାଉଛି ବିବେଚନା, ରେଞ୍ଜରେ ରହିଛି ପୁରା ପାକିସ୍ତାନ
ନୂଆଦିଲ୍ଲୀ: ବ୍ରହ୍ମୋସ ରେଞ୍ଜରେ ରହିଛି ପୁରା ପାକିସ୍ତାନ । ଲକ୍ଷ୍ନୌରୁ ପାକିସ୍ତାନକୁ ଏଭଳି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରେସନ ସିନ୍ଦୁର ବେଳେ ଯାହା ହୋଇଥିଲା ତାହା କେବଳ ଟ୍ରେଲର ଥିଲା । ଯଦି ପାକିସ୍ତାନ ପୁଣି କୌଣସି ପଦକ୍ଷେପ ନିଏ ତାହେଲେ ବଡ ଫଳ!-->…
ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବସରେ୧୭ ଯାତ୍ରୀ ମୃତ
ବ୍ରାଜିଲ: ବ୍ରାଜିଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉତ୍ତର-ପୂର୍ବ ବ୍ରାଜିଲର ପର୍ନାମ୍ବୁକୋ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଫେଡେରାଲ୍ ହାଇୱେ ପୋଲିସର ସୂଚନା ଅନୁଯାୟୀ, ବସ୍ ଡ୍ରାଇଭର ହଠାତ୍ ନିୟନ୍ତ୍ରଣ ହରାଇ ବସିଥିଲେ ।
ପୋଲିସ କହିଛି!-->!-->!-->…
ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ, ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ
ଅଯୋଧ୍ୟାନଗରୀ: ଭଗବାନ ରାମଙ୍କ ନଗରୀ ରଚିଲା ଇତିହାସ । ୨ଟି ଇତିହାସ ଲକ୍ଷ୍ୟରେ ଅଯୋଧ୍ୟାନଗରୀ । ଆଜି ସନ୍ଧ୍ୟାରେ ଅଯୋଧ୍ୟାର ୫୬ଟି ଘାଟରେ ୨୬ଲକ୍ଷରୁ ଅଧିକ ଦୀପ ଲଗାଇ ରେକର୍ଡ ଲକ୍ଷରେ ଅଯୋଧ୍ୟା । ଡ୍ରୋନ ସାହାଯ୍ୟରେ ଦୀପ ଗଣୁଛନ୍ତି ଗିନିଜବୁକ ଟିମ୍ । ଏପଟେ କାଲି ସୂର୍ଯ୍ୟ ଆଳତୀ ବେଳେ!-->…