ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକରେ ପୁଣି ଟେଣ୍ଡର ଫିକ୍ସିଙ୍ଗ ଅଭିଯୋଗ

ମାଲକାନଗିରି/କୋରୁକୋଣ୍ଡା, ୧।୧ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପକ୍ଷରୁ ବିଗତ ୪ ଡିସେମ୍ବରରେ ସେତୁ ଯୋଜନାର କାର୍ଯ୍ୟ ସହ ବିଭିନ୍ନ ବିଭାଗର କାର୍ଯ୍ୟକୁ ନେଇ ମୋଟ ୪ଟି ଟେଣ୍ଡର ଅନଲାଇନ ଯୋଗେ ବାହାରି ଥିବା ବେଳେ ଏହି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇ ଟେଣ୍ଡର ଫିକ୍ସିଙ୍ଗ

ବରିଷ୍ଠ ଆଇଏଏସଙ୍କୁ ନୂଆ ଦାୟିତ୍ୱ: ଦେଓରଞ୍ଜନ ସିଂହ ଉନ୍ନୟନ କମିଶନର, ରାଜେଶ ପ୍ରଭାକର ପାଟିଲ SRC

ଭୁବନେଶ୍ୱର: ନୂଆବର୍ଷର ପ୍ରଥମ ଦିନରେ ହିଁ ସରକାର ବରିଷ୍ଠ ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ଭାବେ ୧୯୯୩ ବ୍ୟାଚର ବରିଷ୍ଠ ପ୍ରଶାସକ ଦେଓରଞ୍ଜନ କୁମାର ସିଂହଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ସେହିପରି ବରିଷ୍ଠ

ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଦର, ତମାଖୁ ଉତ୍ପାଦ ଶୁଳ୍କରେ ବଡ଼ ସଂଶୋଧନ

ନୂଆଦିଲ୍ଲୀ: ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ

ପୁଞ୍ଛରେ ପାକିସ୍ତାନୀ ଡ୍ରୋନ, ସେନାର ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର : ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ୍ ଦେଖିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପାକିସ୍ତାନୀ ଡ୍ରୋନ

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ

ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଏହାକୁ ହିନ୍ଦୁ ଧର୍ମର ଅପମାନ କହିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଭଗବାନ ରାମଙ୍କ ସହ ତୁଳନା। ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ

BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣରେ ୪୦ ମୃତ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରି ଧରାପଡିଲେ ପାଇଲଟ୍

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ