Sign in
Sign in
Recover your password.
A password will be e-mailed to you.
ବିଧାନସଭାର ଶୀତ ଅଧିବେଶନ ଆରମ୍ଭ
ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଗୁରୁବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବୋଧନରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ!-->…
ଧର୍ମଘଟ ଡାକରା ପ୍ରତ୍ୟାହାର କଲା ଓଡ଼ିଶା ବସ୍ ମାଲିକ ସଂଘ
ଭୁବନେଶ୍ୱର: ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ (AOBOA) ଡିସେମ୍ବର ୧ ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦିଆଯାଇଥିଲା। ଏନେଇ ୧୭ ନଭେମ୍ବରରେ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ସରକାର ପୁଲିସ ବିଭାଗକୁ!-->…
ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ଯୋଗୁ ବ୍ୟାପକ କ୍ଷୟକ୍ଷତି
ରାଉରକେଲା: ରାଉରକେଲା ପାନପୋଷ ରୋଡରେ ଗୁରୁବାର ସକାଳୁ ଘଟି ଯାଇଛି ଏକ ସିରିଜ୍ ଦୁର୍ଘଟଣା। ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି।ଦୁର୍ଘଟଣାରେ ଗୋଟିଏ ପଜେରୋ ଗାଡ଼ି, ଗୋଟିଏ ପିକଅପ୍ ଭ୍ୟାନ୍ ଏବଂ ୩ଟି!-->…
“ଏ ମାଟି ମୋର କେତେ ନିଜର” : ୧୫ ବର୍ଷ ପରେ ବିଧାନସଭା ଗୃହରେ ମହାମହିମ, ବାଣ୍ଟିଲେ ଅନୁଭୂତି, ଦେଲେ…
ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଇତିହାସରେ ଆଜି ଯୋଡ଼ି ହୋଇଯାଇଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦୀର୍ଘ ୧୫ ବର୍ଷ ପରେ ନିଜ ପୁରୁଣା କର୍ମଭୂମିକୁ ଫେରିଛନ୍ତି ରାଇରଙ୍ଗପୁରର ପୂର୍ବତନ ବିଧାୟକ ତଥା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସପ୍ତଦଶ ବିଧାନସଭାର ଶୀତକାଳୀନ!-->…
ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୟାଗଡ଼ - ଭଞ୍ଜନଗର ରାଜ୍ୟ ରାଜପଥ କେନାଲଛକ ନିକଟସ୍ଥ ଅରଖପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରାବରା ମନ୍ଦିର ସାହିର ପୁରସ୍ତମ ପ୍ରଧାନ (୪୨)।ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ!-->…
ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ : ଯୋଗ ଦେଲେ ବାହୁବଳୀ ନେତା ରମେଶ ଜେନା
କାର୍ଯ୍ୟକ୍ରମ ରେ କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର କର୍ମୀଙ୍କ ଭିଡ଼……!ବ୍ରହ୍ମପୁର: ବାହୁବଳୀ ନେତାଙ୍କ ପକ୍ଷରୁ ଆସିକା ଟାଉନହଲ୍ ଠାରେ ସମ୍ଭିଧାନ ଦିବସ ଜାକ ଜମକ ରେ ପାଳିତ କରାଯାଇଛି। ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହଯୋଗ ରେ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ!-->!-->!-->…
ସ୍ଵାର୍ଥପର ଲୋକ ଦଳରୁ ପଳେଇଲେ ଭଲ
ଭୁବନେଶ୍ଵର : ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି ନବୀନ ବାବୁ ମୋତେ ଫୋନ୍ କଲେ, ଗୃହରେ ଅନୁପସ୍ଥିତ ରହିବାକୁ କହିଥିଲେ। ମୁଁ ତାଙ୍କ ହିସାବରେ ଭୋଟ୍ ଦେବାକୁ ଯାଇନଥିଲି। କିଛି ଲୋକ ନବରନ ବାବୁଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି। ଭୂପିନ୍ଦର!-->…
ଆସିକା ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ
ବ୍ରହ୍ମପୁର : ଆଜି ସାରା ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ ହେଉଥିବା ବେଳେ ଏ.ଆଇ.ସି.ସି ର ମାର୍ଗଦର୍ଶିକା ଅନୁସାରେ ଓଡିଶାର ସମସ୍ତ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆସିକାରେ ମଧ୍ୟ ସମ୍ଭିଧାନ ଦିବସ ପାଳନ ହୋଇଛି ।ଏହି!-->…
ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ : କାର୍ଯ୍ୟଛାଡ ଆନ୍ଦୋଳନ କଲେ ସ୍ବାସ୍ଥ୍ୟକର୍ମୀ, ଅଟକିଲା ଟିକାକରଣ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ମହିଳା ସ୍ବାସ୍ଥ୍ୟକର୍ମୀ (ଏଏନଏମ)ବୁଲିଦେଇ ସାହୁଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ବାଟୁଳି ଖଡା ରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ବ୍ଲକ ଅଞ୍ଚଳର ଅନ୍ୟ!-->!-->!-->…
ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ବ୍ରହ୍ମପୁର ଠାରେ ଶିବିର ଅଦାଲତ ଅନୁଷ୍ଠିତ
ଛତ୍ରପୁର : ବ୍ରହ୍ମପୁରର ଉପ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ଏକ ଶିବିର ଅଦାଲତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଅଦାଲତରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୩୫ଗୋଟି ମୋକଦ୍ଦମା ଦାୟର ହୋଇଥିଲା । ତନ୍ମଧ୍ୟରୁ ଉଭୟ ପକ୍ଷ ୭ଗୋଟି,!-->!-->!-->…