ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ। ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି। ଏହି

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ବିଶାଖାପାଟଣା – ଶାଲିମାର ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ । ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ

ପରଲୋକରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ

ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଡ଼ୋଲକିଆଙ୍କ ପରଲୋକ। ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ୬୯ ବର୍ଷ ବୟସରେ ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ନୂଆପଡ଼ାରୁ ୪ ଥରର ବିଧାୟକ ଥିଲେ ରାଜେନ୍ଦ୍ର ଢୋଲକିଆ । ପ୍ରଥମ

ଅଣଛାତ୍ର ମୁକ୍ତ ହେବ ଉତ୍କଳ ବିଶ୍ୱବିଦ୍ୟାଳୟ, ଛାତ୍ରାବାସରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ବର: ଅଣଛାତ୍ର ମୁକ୍ତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ପଶିଲା କମିଶନରେଟ୍ ପୋଲିସ । ସକାଳରୁ ବିଭିନ୍ନ ହଷ୍ଟେଲରେ ଚଢ଼ାଉ କରୁଛି ପୋଲିସ । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି ।

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଉପ ରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବାକୁ ନିଷ୍ପତ୍ତି ନେଇଛି । ବରିଷ୍ଠ ନେତା ଓ ସାଂସଦଙ୍କ ସହ ଆଲୋଚନା ପରେ ବିଜେଡି ସଭାପତିଙ୍କ ନିଷ୍ପତ୍ତି। ଏନଡିଏ ଓ ଇଣ୍ଡିଆ ମେଣ୍ଟଠାରୁ ବିଜେଡି ସମଦୂରତ୍ବ ବଜାୟ ରଖିଛି। ବିଜେଡି ସାଂସଦ ସସ୍ମିତ ପାତ୍ର ଆଜି ଏହି

ମାଲକାନଗିରି ଜିଲ୍ଲାରେ ଜୀବିକା, କୋରାପୁଟ ଜିଲ୍ଲାରେ ବସବାସ

ମାଲକାନଗିରି : ମାଥିଲି ଅଞ୍ଚଳରେ ଛିଡୁନି ସିମବିବାଦ କୋରାପୁଟ ଜିଲ୍ଲା ରେ ବସବାସ, ଏବଂ ଜିଲ୍ଲା ମାନ୍ୟତା ବି ପାଉଛନ୍ତି କୋରାପୁଟ ,କିନ୍ତୁ ହାତେଇଛନ୍ତି ମାଲକାନଗିରି ଜିଲ୍ଲା ର ସୁବିଧା ସୁଯୋଗ । ଏ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଞ୍ଚଳବାସୀ ଚେଷ୍ଟା କରୁଥିଲେ ମଧ୍ୟ ଅଦ୍ୟାବଧି ତାହା

ନାବାଳିକାକୁ କାର୍‌ ଭିତରେ ବଳାତ୍କାର କରିଥିବା ଅଭିଯୋଗ : ଘଟଣା ପରେ ଅଭିଯୁକ୍ତ ଫେରାର

ବାଲିଗୁଡ଼ା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି ତଦନ୍ତ

ମିଳିଲା ଗ୍ରୀନ ସିଗନାଲ, ବିଜୟ ମାଲ୍ୟା, ନୀରବ ମୋଦିଙ୍କ ସହ ଭାରତ ଆସିବେ ଏହି ପଳାତକ

ନୂଆଦିଲ୍ଲୀ: ୟୁକେ କ୍ରାଉନ୍ ପ୍ରସିକ୍ୟୁସନ୍ ସର୍ଭିସ୍ (ସିପିଏସ୍)ର ଏକ ପ୍ରତିନିଧି ଦଳ ନିକଟରେ ଦିଲ୍ଲୀର ତିହାର ଜେଲ୍ ପରିଦର୍ଶନ କରି ଜେଲ୍ ପରିସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି । ବିଜୟ ମାଲ୍ୟା ଏବଂ ନୀରବ ମୋଦିଙ୍କ ଭଳି ଉଚ୍ଚ-ପ୍ରୋଫାଇଲ୍ ଅର୍ଥନୈତିକ ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର

ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ ଫେରିଥିବା

ବିଶ୍ଵବିଦ୍ୟାଳୟରେ ରାଗିଂ, ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା

ଉତ୍ତରପ୍ରଦେଶ: ବିଶ୍ଵବିଦ୍ୟାଳୟରେ ରାଗିଂ। ଆଇନ ଛାତ୍ରଙ୍କୁ ୫୦ ଚାପୁଡ଼ା ମାରିଲେ ସହପାଠୀ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଚିନହାଟ ଅଞ୍ଚଳରେ ଥିବା ଏକ ଘରୋଇ ବିଶ୍ଵବିଦ୍ୟାଳୟରେ ଏହି ଘଟଣା ଘଟିଛି। କ୍ୟାମ୍ପସ ଭିତରେ ଏକ ଛାତ୍ର ଗୋଷ୍ଠୀ ଉକ୍ତ ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ ଏବଂ