Sign in
Sign in
Recover your password.
A password will be e-mailed to you.
ଗ୍ରେଟର ନୋଏଡାରେ ୩ ମହଲା କୋଠା ଭୁଶୁଡି ଚାଲିଗଲା ୪ ଜୀବନ
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ତିନି ମହଲା ବିଶିଷ୍ଟ ଏକ କୋଠାର ସେଟରିଂ ହଟାଇବା ସମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏବଂ ଏନଡିଆରଏଫ ଟିମ୍ ସହାୟତାରେ ସାତ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତିନି ମହଲା କୋଠାର ସେଟରିଂ ହଟାଇବା ସମୟରେ ଚାରି ଜଣ!-->…
୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର
ବିହାର : ବିହାରରେ ଆଜିଠୁ ନୀତିଶ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ନୀତିଶଙ୍କୁ ପଦ ଗୋପନୀୟତା ପାଠ କରାଇଛନ୍ତି ରାଜ୍ୟପାଳ । ଦଶମ ଥର ଭାବେ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ, ବିଜୟ!-->…
ୟୁକ୍ରେନ୍ ଉପରେ ଋଷର ଆକ୍ରମଣ, ୧୬ ମୃତ
କିଭ୍ : ମଙ୍ଗଳବାର ରାତିରେ ୟୁକ୍ରେନୀୟ ବାୟୁସେନା କହିଛି ଯେ ରୁଷ ରାତାରାତି ୪୭୬ ୟୁକ୍ରେନୀୟ ଲକ୍ଷ୍ୟସ୍ଥଳ ଉପରେ ନକଲି ଡ୍ରୋନ୍ ଆକ୍ରମଣ ଏବଂ ବିଭିନ୍ନ ପ୍ରକାରର ୪୮ଟି କ୍ଷେପଣାସ୍ତ୍ର ଚଳାଇଛି । ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ଆହତ ହୋଇଥିବା ଅଧିକାରୀମାନେ!-->…
ଝାରସୁଗୁଡାରୁ ଛତିଶଗଡ଼ ଗସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଞ୍ଚିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ!-->…
ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର: ବିଏମସି କମିସନର
ଭୁବନେଶ୍ବର : ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର । ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର । ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ । ଏବେ!-->…
ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍ ଖାରଜ କଲେ ହାଇକୋର୍ଟ
କଟକ : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି।ପ୍ରକାଶ ଯେ!-->…
ଶେଷ ହେଲା ସାଲିଆସାହି ବସ୍ତି ଉଚ୍ଛେଦ ଅଭିଯାନ
ଭୁବନେଶ୍ୱର : ଧୁଳିସାତ ହେଲା ସାଲିଆସାହି ବସ୍ତି । ମାଟିରେ ମିଶିଲା ବସ୍ତିର ଅନେକ ଘର। ତୃତୀୟ ଦିନରେ ଶେଷ ହୋଇଛି ସାଲିଆ ସାହି ଉଛେଦ ଅଭିଯାନ । ଭିଟାମାଟି ଛାଡ଼ି ଯାଇଛନ୍ତି ବସ୍ତି ବାସିନ୍ଦା । ଲୋକଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ କରୁଛି ବିଏମସି। ଉଛେଦରେ ସାମିଲ ଥିଲା!-->…
ବିଜେପିର ଜୋନ୍ ସ୍ତରୀୟ ବୈଠକ, ଯୋଗଦେଲେ ୨୦ରୁ ଊର୍ଦ୍ଧ୍ବ କର୍ମୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମ ଠାରେ ବିଜେପି ପକ୍ଷ୍ୟରୁ ଜୋନ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏମଭି ୭୯ ଗ୍ରାମ ସ୍ଥିତ ସମବାୟ ମଣ୍ଡି ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ!-->…
ମରାଣାତ୍ମକ ଆକ୍ରମଣ ମାମଲା : ଦୁଇ ଅଭିଯୁକ୍ତକୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ
ବାଲିଗୁଡା, : ଗୁରୁବାର ଏକ ମରାଣାତ୍ମକ ଆକ୍ରମଣ ମାମଲାର ବିଚାର କରି ବାଲିଗୁଡା ଅଦାଲତ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକା ୧ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି l ଅଭିଯୁକ୍ତ ଦ୍ୱୟ ହେଲେ!-->…
”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ସମ୍ବନ୍ଧୀୟ ଆଧ୍ୟାତ୍ମିକ ପ୍ରବଚନ ଆୟୋଜିତ
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ, ସେବାକେନ୍ଦ୍ର ତରଫରୁ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତଃରାଷ୍ଟ୍ରୀୟ ପ୍ରେରଣାଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା, ରାଜଯୋଗିନୀ!-->…