Sign in
Sign in
Recover your password.
A password will be e-mailed to you.
ପୋଲିସ SI ପରୀକ୍ଷା କେଳେଙ୍କାରୀ, ଖାରଜ ହେଲା ଶଙ୍କର ପୃଷ୍ଟି ସହ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ
ବ୍ରହ୍ମପୁର : ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ । ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ । ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ!-->…
ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ
ଭୁବନେଶ୍ଵର : ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ଭୋଟରେ ଜୟଯୁକ୍ତ ହୋଇଛନ୍ତି । ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଆଜି ବିଧାନସଭାରେ ସେ ଶପଥ ନେଇଛନ୍ତି। ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ସୁରମା ପାଢୀ। ବାପାଙ୍କ!-->…
ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ବର୍ତ୍ତିଲେ ୨୫ ଯାତ୍ରୀ
ମାଲକାନଗିରି, ୨୦।୧୧ ଗାଡି ଚଳାଇବା ବେଳେ ହଟାତ ହେଲା ହୃଦଘାତ, ତଥାବି ନିଜ ଜୀବନ ପ୍ରତି ଧ୍ୟାନ ନଦେଇ ଚଳନ୍ତା ବସକୁ ନିଜ ଆୟତ୍ତରେ ରଖି ରାସ୍ତା କଡରେ ବସ ରଖିବା ସହ ସାଥି କର୍ମଚାରୀଙ୍କୁ ବସ ହସ୍ତାନ୍ତର କରି ନିଜେ ଆର ପାରିକୁ ଚାଲିଗଲେ ଚାଳକ। ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଗଲା ୨୫!-->!-->!-->…
ଆଜିଠୁ କୁଲଡିହାରେ ବାଘ ଗଣନା
ନୀଳଗିରି: କୁଲଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭାୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବାଘ ଗଣନା । ୨୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ଏହି ଜଙ୍ଗଲରେ!-->…
ଓଲଟିଲା ଗୋରୁ ବୋଝେଇ ପିକଅପ, ୧୨ ମୃତ
ଭଦ୍ରକ: ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ଭ୍ୟାନ ଓଲଟି ୧୨ ମୃତ, ୬ଟି ଗୋରି ଉଦ୍ଧାର । ଗୋ-ଚାଲାଣ ବେଳେ ଭଦ୍ରକ ଗେଲଟୁଆ ବରମୁଣ୍ଡା ନିକଟରେ ଦୁର୍ଘଟଣା । ଦୁର୍ଘଟଣା ପରେ ଗାଡ଼ିକୁ ପୋଡି ଦେଲେ ଉତ୍ୟକ୍ତ ଲୋକ । ଆଜି ଭୋର ସମୟରେ ଅଗରପଡ଼ା ଅଞ୍ଚଳରୁ ଏକ!-->…
ପୀତବାସ ପଣ୍ଡା ହତ୍ୟାକାଣ୍ଡ: ପୋଲିସ ସୁରକ୍ଷା ହଟାଇବାକୁ ପରିବାରର ଅନୁରୋଧ….
ସୁରକ୍ଷା ଯୋଗାଇବା ପାଇଁ ଦିନେ କରିଥିଲେ ଅନୁରୋଧ...
ବାପାର ଦଶାହ ଦିନ ପୁଅର ମୃତ୍ୟୁ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅତରଙ୍ଗ ଗ୍ରାମରେ ଘଟିଛି ଦୁଃଖଦ ଘଟଣା। ବାପା ମରିବାର ୧୦ ଦିନରେ ପୁଅର ମୃତ୍ୟୁ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି। ବାପାର ଦଶାହ କାର୍ଯ୍ୟ ଏବଂ ପୁଅର ଅନ୍ତ୍ୟେଷ୍ଟି କ୍ରିୟା କେମିତି ହେବ ସେଥିପାଇଁ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ!-->…
ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା
ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ!-->…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ: କୋଟପାଡ଼ରେ ବିନା ଲୋକପ୍ରତିନିଧିରେ ‘ବାଳ ବୈଜ୍ଞାନିକ…
କୋଟପାଡ଼ : କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ସ୍ୱପ୍ନେଶ୍ୱର ନାୟକ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ମୁଖ୍ୟମନ୍ତ୍ରୀ ନିକଟରେ ସମସ୍ତ ସରକାରୀ!-->!-->!-->!-->!-->…
ରୟାଲ ଫାର୍ମାସି କଲେଜଠାରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳିତ
ବ୍ରହ୍ମପୁର : ଅନ୍ଧପସରାରୋଡ଼ ସ୍ଥିତ ରୟାଲ ଫାର୍ମାସି କଲେଜ ସମିଳନୀ କକ୍ଷରେ ୧୯. ୧୧. ୨୦୨୫ତାରିଖ ବୁଧବାର ଅପହରାନ୍ନରେ ୬୪ତମ ଜାତୀୟ ଫାର୍ମାସି ସପ୍ତାହ ପାଳନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମକୁ କଲେଜର ଭାରପ୍ରାପ୍ତ ଅଧକ୍ଷ ପ୍ରଫେସର ଉମାଶଙ୍କର ମିଶ୍ର ପରିଚାଳନାକରିଥିଲେ। ୬୪ତମ!-->…