Sign in
Sign in
Recover your password.
A password will be e-mailed to you.
କେନାଲକୁ ଖସିଲା ବାଇକ, ଯୁବକ ମୃତ
କଣ୍ଟାବାଞ୍ଜି: କେତେବେଳେ କାହା ଜୀବନରେ ଖରାପ ସମୟ ଆସି ପହଞ୍ଚେ ସେ ବିଷୟରେ କେହି ଆଗରୁ ଜାଣି ନଥାନ୍ତି । ଦୁର୍ଘଟଣା ଘଟିଗଲା ପରେ ବି ସହଜରେ ବିଶ୍ୱାସ କରିହୁଏ ନାହିଁ । ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବେଶ । ଏମିତି!-->…
ଚିତ୍ରକୋଣ୍ଡା ଠାରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପକ୍ଷରୁ ସାଇବର ଅପରାଧ ଉପରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆଜି ଚିତ୍ରକୋଣ୍ଡା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସାଇବର ଠକାମୀର ଶିକାରରୁ ଲୋକଙ୍କୁ କିଭଳି ରକ୍ଷା କରାଯାଇପାରିବ, ସେହି ଉଦ୍ଦେଶ୍ୟରେ ଏହି!-->…
ରୋଟାରୀ କ୍ଲବ ନୟାଗଡ଼ର ୩୬ତମ ପ୍ରତିଷ୍ଠା ଦିବସ
ନୟାଗଡ଼ : ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟାରୀ କ୍ଲବ ନୟାଗଡ଼ ତାର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରୋଟାରୀ କ୍ଲବ, ନୟାଗଡ଼ ଏହି ୩୬ ବର୍ଷ ଧରି ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପାନୀୟ ଜଳ ବ୍ୟବସ୍ଥା, ସ୍ବଳ୍ପ ମୂଲ୍ୟରେ!-->…
ଡି.ଏ.ଭି. ଗୁରୁକୁଳ ଚିତ୍ରକୋଣ୍ଡା ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀଙ୍କ ନୂତନ…
ଚିତ୍ରକୋଣ୍ଡା: ଆଜି ଡି.ଏ.ଭି. ଗୁରୁକୁଳ ଚିତ୍ରକୋଣ୍ଡା ଆନୁକୂଲ୍ୟରେ ଏକ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୩୭ ଜଣ ଛାତ୍ରଛାତ୍ରୀ!-->…
ମନ୍ତ୍ରୀ ଓ ବାବୁ ମାନଙ୍କ ଆଶ୍ରିବାଦ ଯୋଗୁ ଜିଲ୍ଲାରେ ମୋରମ ମାଫିଆ ସକ୍ରିୟ ..!
ଦିନ ଦିପହରେ ହେଉଛି ଲୁଟ ବାବୁ ମାନେ ବଟି ଖାଇ ମସଗୁଲ...
୨୫ ଏକର ଜମିରେ ଗଞ୍ଜେଇ ଗଛ ପୋଡି
ରାଇକିଆ : ଶନିବାର କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରାଇକିଆ ପୁଲିସ ଓ ରାଜସ୍ୱ ବିଭାଗ ମିଳିତ ଚଢ଼ଉ କରି ସୁଗୁଡବାଡି ପଞ୍ଚାୟତ ନାହୁଡିମାହା ଅଞ୍ଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ନିକଟ ପାହାଡ଼ର ଚାଷ ହୋଇଥିବା ପ୍ରାୟ ୨୫ ଏକରର ଜମିରେ ୨୫୦୦୦ ହଜାର ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ!-->…
ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ବାତିଲ: ସିରିଜ କବଜା କଲା ଭାରତ
ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ କବଜା କରିଛି ଭାରତ। ଶେଷ ମ୍ୟାଚଟି ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବାବେଳେ ଟିମ ଇଣ୍ଡିଆ ୨-୧ରେ ଶୃଙ୍ଖଳା ହାତେଇଛି। ଶନିବାର ଅନୁଷ୍ଠିତ ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରି ୪.୫ ଓଭରରେ ୫୨ ରନ ସଂଗ୍ରହ କରିଥିଲା। ଏହା ପରେ!-->…
ବିହାରରେ ମୋଦୀଙ୍କ ଜୋରଦାର ପ୍ରଚାର
ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ, ଯାହାକି ଶେଷ ପର୍ଯ୍ୟାୟ ମତଦାନ ହେବ । ବିହାରରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି!-->…
ଦରଦାମ ନିୟନ୍ତ୍ରଣ କରିବାକୁ ମଲ୍ଟିପ୍ଲେକ୍ସ ମାଲିକଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ସିନେମା ଦେଖିବା ପାଇଁ ପରିବାର ସହିତ ମଲ୍ଟିପ୍ଲେକ୍ସକୁ ଯାଉଥିବା ଲୋକଙ୍କ ଉପରେ ହେଉଥିବା ଶୋଷଣକୁ ସୁପ୍ରିମକୋର୍ଟ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ!-->…
ତୁର୍କୀରେ ପରଫ୍ୟୁମ ଡିପୋରେ ନିଆଁ ଲାଗି ୬ ମୃତ
ଇସ୍ତାନବୁଲ : ଉତ୍ତର-ପଶ୍ଚିମ ତୁର୍କୀରେ ଏକ ପରଫ୍ୟୁମ ଡିପୋରେ ଭୟଙ୍କର ନିଆଁ ଲାଗିଛି । ଏଥିପାଇଁ ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ଅଗ୍ନିଶମ ଟିମର ଅଧିକାରୀ ନିଆଁ ଲିଭାଇବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।!-->…