Sign in
Sign in
Recover your password.
A password will be e-mailed to you.
ରାୟଗଡ଼ା ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରାୟଗଡ଼ା ଜିଲ୍ଲା ପ୍ରଶାସନ ତଥା ଦୁର୍ନୀତି ନିବାରଣ ବିଭାଗ ତରଫରୁ ଶନିବାର ଦିନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ କକ୍ଷରେ ଆୟୋଜିତ ଏହି ସାଧାରଣ ସଭାରେ ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି!-->…
ରାଜ୍ୟର ପ୍ରଥମ ସେମି କଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଇନଫୋଭ୍ୟାଲିରେ ସିକ୍ସେମ୍ ପ୍ରାଇଭେଟ୍ ଲିମିଟେଡର ସେମିକଣ୍ଡକ୍ଟର ଫାବ୍ରିକେସନ୍ ୟୁନିଟର ଭୂମିପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ!-->…
ନଭେମ୍ବର ୧୨ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲା ପରିକ୍ରମା କରିବ ବାଲିଯାତ୍ରା ସଚେତନତା ରଥ
କଟକ : ଗଡ଼ିଲା ବାଲିଯାତ୍ରା ସଚେତନତା ରଥ । କଟକ ବାଲିଯାତ୍ରାର ତଳ ପଡିଆ ଠାରେ ଉଦଘାଟନ ହେଲା ସଚେତନତା ରଥ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଏହି ସଚେତନତା ରଥକୁ ଉଦଘାଟନ କରିଛନ୍ତି । ଏହି ସଚେତନତା ରଥ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ!-->…
ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
ପାଟଣାଗଡ଼ : ଗାଁ ପାଖ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ରତାଖଣ୍ଡି ଗାଁ ପାଖ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ରତାଖଣ୍ଡି ଗାଁର!-->…
ସୀମା ବିବାଦକୁ ନେଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ସଂଘର୍ଷ: ୪ ଗୁରୁତର
ଆନନ୍ଦପୁର : ସୀମା ବିବାଦକୁ ନେଇ ତୁମୁଳକାଣ୍ଡ । ହଣାକଟାରେ ୪ ସମ୍ପର୍କୀୟ ଭାଇ ଗୁରୁତର । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗାଁର ମହୁରୀ ଓଝା ଓ କୁନୀ ଓଝା ଦୁଇ ସମ୍ପର୍କୀୟ ଭାଇ । ଦୁଇ ଜଣଙ୍କ ଘର ପାଖାପାଖି ରହିଛି । କୁନୀ ଓଝାଙ୍କ ଘର!-->…
ମାର୍ଚ୍ଚ ୮ରେ ସୁଭଦ୍ରା ନୂଆ ହିତାଧିକାରୀଙ୍କୁ ଏକାଥରେ ମିଳିବ ୨ଟି କିସ୍ତି
ଭୁବନେଶ୍ୱର : ମାର୍ଚ୍ଚ ୮ରେ ଏକାଥରେ ୨ଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆଜିଠୁ ସୁଭଦ୍ରା ପୋର୍ଟାଲରେ ଆରମ୍ଭ ହେଲା ଆବେଦନ । ମାସେ ଯାଏଁ ଆବେଦନ କରି ହେବ । ଆବଶ୍ୟକ ପଡିଲେ ସମୟ ସୀମା ମଧ୍ୟ ବୃଦ୍ଧି ହୋଇପାରେ । ଦ୍ଵିତୀୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ ୮ ରେ!-->…
ନୂଆପଡ଼ା ଉପ-ନିର୍ବାଚନ: ସୁରକ୍ଷା ବ୍ୟବସ୍ଥାରେ ଓଡ଼ିଶା ପୋଲିସ ସହ CRPF ର ୧୪ କମ୍ପାନୀ ନିୟୋଜିତ
ନୂଆପଡ଼ା: ନୂଆପଡ଼ା ଭୋଟ ପାଇଁ ନକ୍ସଲ ଚ୍ୟାଲେଞ୍ଜ । ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ!-->…
ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନୋଟିସ୍ : ନିର୍ବାଚନୀ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ
ବ୍ରହ୍ମପୁର: ଅଡ଼ୁଆରେ ବ୍ରହ୍ମପୁର ଏସପି । ନିର୍ବାଚନୀ ମାମଲାରେ ବ୍ରହ୍ମପୁର ଏସ୍ ପିଙ୍କୁ ଜବାବ ମାଗିଲେ ହାଇକୋର୍ଟ । ବ୍ରହ୍ମପୁର ବିଜେପି ବିଧାୟକ କେ. ଅନିଲ କୁମାରଙ୍କ ବିରୋଧରେ ରୁଜୁ ନିର୍ବାଚନୀ ମାମଲାରେ ଏସ୍ ପିଙ୍କୁ ନୋଟିସ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମକୁ ଏସ୍!-->…
ପିତଳ ସରପଞ୍ଚ ନାଁ ରେ ଆସିଥିବା ଅନାସ୍ଥା :କୋରମ ଅଭାବରୁ ରଦ୍ଦ
ହିଞ୍ଜିଳିକାଟୁ : ଶେରଗଡ ବ୍ଲକ ଅନ୍ତର୍ଗତ ପିତଳ ସରପଞ୍ଚ ଙ୍କ ନାମରେ ଆସିଥିବା ଅନାସ୍ଥା ଶନିବାର କୋରମ ଅଭାବରୁ ରଦ୍ଦ ହୋଇଛି । ପଦ ବଜାୟ ରଖିଲେ ପିତଳ ସରପଞ୍ଚ ରାମରାଘବ ପାତ୍ର। ।ଗତ କିଛିମାସ ତଳେ ପିତଳ ସରପଞ୍ଚ ରାମ ରାଘବ ପାତ୍ର ଙ୍କ ନାମ ରେ ପଞ୍ଚାୟତର ପୂର୍ବରୁ ପଞ୍ଚାୟତର ୧୭ ଜଣ ୱାର୍ଡ!-->…
ସଚେତନତା ସତ୍ତ୍ୱେ ବଢ଼ୁନି କନ୍ୟା ହାର
ନୟାଗଡ଼: ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆଲୋଚନା କରିବା ମାତ୍ରେ ହିଁ କନ୍ୟାଭ୍ରୁଣ ହତ୍ୟା କଥା ସମସ୍ତଙ୍କ ମନକୁ ଆସିଥାଏ ।ସମଗ୍ର ଓଡ଼ିଶାରେ ହାତ ଗଣତି କେତୋଟି ଜିଲ୍ଲାକୁ ଛାଡ଼ିଦେଲେ ସେଠାରେ ମଧ୍ୟ ପୁଅଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା ବହୁତ କମ୍ ଦେଖିବାକୁ ମିଳୁଛି।ଗତ ବର୍ଷ ଏହି ସଂଖ୍ୟାରେ!-->…