Sign in
Sign in
Recover your password.
A password will be e-mailed to you.
ବାଇକକୁ ଧକ୍କା ଦେଲା ଟ୍ରକ, ୨ ଶିଶୁ ସମେତ ୩ ମୃତ
କାମାକ୍ଷାନଗର: କାମାକ୍ଷାନଗରର ଏକ ଓଭରବ୍ରିଜ୍ ରେ ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ, ଜଣେ ଗୁରୁତର । ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକକୁ ପଛରୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ହିଁ ୨ଜଣ ଶିଶୁ!-->…
ସର୍ପାଘାତରେ ଅଜା-ନାତିଙ୍କ ମୃତ୍ୟୁ
ହିଞ୍ଜିଳିକାଟୁ : ସାପ କାମୁଡ଼ାରେ ଅଜା-ନାତି ମୃତ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡକଣା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖଦ ଘଟଣା । ମୃତକ ହେଲେ ଅଜା ପଞ୍ଚାନନ ନାୟକ ଓ ନାତି ୯ ବର୍ଷିୟ ରୋହନ ପାଇକ । ଗତକାଲି ରାତିରେ ଅଜା ନାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଉଭୟ!-->…
ହାଇ ପ୍ରୋଫାଇଲ ପୀତବାସ ପଣ୍ଡା ଙ୍କ ହତ୍ୟା ଘଟଣା :ସୁଧ-ଲଘୁ ଖଣିଜ -ଜମି ପାଇଁ ପୀତବାସ ଙ୍କୁ ହତ୍ୟା କି…?
୧ ୨ ଦିନ ପୁରିଲା ରହସ୍ୟ ରୁ ପରଦା ହଟିବ କେବେ..?
ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍
ପୁରୀ: ଖୁବଶୀଘ୍ର ପୁରୀରେ ହେବ ଭୂତଳଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ୍। ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି। ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ ଆଗ୍ରହୀ ଅନୁଷ୍ଠାନ ଏନେଇ!-->…
ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା
ଭୁବନେଶ୍ୱର/ହାଇଦ୍ରାବାଦ: ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ ଏବେ ଏପରି ଏକ ସମାନ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଯାହାକି ଏବେ ଚାଞ୍ଚଲ୍ୟର ବିଷୟ ପାଲଟିଛି।!-->…
ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା
କଟକ: ହିନ୍ଦୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ରଦ୍ଦ, ପୁଣି ହେବ ପ୍ରିଲିମିନାରି ପରୀକ୍ଷା। ୭୧୧ଟି ହିନ୍ଦୀ ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହିନ୍ଦୀ ଶିକ୍ଷକ ପଦ ପାଇଁ ଏ ପର୍ଯ୍ୟନ୍ତ!-->…
ବିହାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କ୍ୟାମ୍ପେନ୍
ଭୁବନେଶ୍ୱର: ବିହାର ନିର୍ବାଚନ ମୈଦାନରେ ଓଡିଶା ମୁଖ୍ୟମନ୍ତ୍ରୀ। ଷ୍ଟାର କ୍ୟାମ୍ପେନରେ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା!-->…
ଋଷିକେଶରେ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନର ପ୍ରତିକ୍ରିୟା
ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ଉପରେ ଗୁରୁବାର ଇସ୍କନ ଋଷିକେଶ ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଇସ୍କନ ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଅଦିନିଆ ରଥଯାତ୍ରାରେ ଇସ୍କନ ଋଷିକେଶର କୌଣସି ଭୂମିକା ନଥିଲା । ଏହି ରଥଯାତ୍ରା ମଧୁବନ ଆଶ୍ରମ ଦ୍ୱାରା କରାଯାଇଥିଲା । ଏହି!-->…
ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ…
ନୟାଗଡ଼: ନିଶା କବଳରେ ଯୁବଗୋଷ୍ଠୀ । ଦୃର୍ବୁତ୍ତ ମାନେ ବ୍ରାଉନ ସୁଗାର, ଗଞ୍ଜେଇ ଆଦି ନିଶା ଚୋରା ଚାଲାଣ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଅନେକ ସମୟରେ କାରର ସିକ୍ରେଟ ଚାମ୍ବର ରେ ଗଞ୍ଜେଇ ପ୍ୟାକେଟ ଚାଲାଣ ଏବଂ ଯାତ୍ରୀବାହୀ ବସରେ କେତେକ ଦୁର୍ବୃତ୍ତ ଗଞ୍ଜେଇ ଚାଲାଣ!-->!-->!-->…
ଭାରତ ସରକାରଙ୍କ ଅଧୀନସ୍ଥ “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଆରମ୍ଭ…
ମାଲକାନଗିରି :ମାଲକାନାଗିରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତ ସରକାରଙ୍କ ଅଧୀନରେ ଆରମ୍ଭ ହୋଇଥିବା “ତମାକୁ ମୁକ୍ତ ଯୁବ ଅଭିଯାନ ୩.୦” ଅଭିନବ ପଦକ୍ଷେପଟି ଆଜି ମଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ!-->…