ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିଜନ କେୟାର କାର୍ଯ୍ୟକ୍ରମ ଶୁଭାରମ୍ଭ
ଛତ୍ରପୁର : ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମଗୁଡିକରେ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାର ପ୍ରାରମ୍ଭିକ ସମାଧାନ କୁ ପ୍ରୋତ୍ସାହିତ କରିବା ଲକ୍ଷନେଇ ଆଦାନୀ ଫାଉଣ୍ଡେସନ ଓ ଭିଜନ ସ୍ପ୍ରିଙ୍ଗ ଫାଉଣ୍ଡେସନର ମିଳିତ ସହଭାଗିତାରେ ଭିଜନ କେୟାର କାର୍ଯକ୍ରମ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ!-->…