ମାଗଣା ପୋଷାକ ବିତରଣ ମେଳା
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ସରକାରୀ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟର ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମେଳାକୁ ଡାଲପଲଙ୍କ ଗ୍ରାମର ୱାର୍ଡସଭ୍ୟ କହ୍ନେଇ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଏମ ସୁନିତା, ବିଦ୍ୟାଳୟ ଏବଂ କ୍ରୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା,!-->…