କାଲିମେଳା ବନ ବିଭାଗକୁ ସଫଳତା ୧୧ଟି କଇଁଛ ଜବତ ସହ ଜଣେ ଗିରଫ
ମାଲକାନଗିରି, ୧୭।୭ : ମାଲକାନଗିରି ବନ ବିଭାଗ ଦ୍ଵାରା ବେଆଇନ ଭାବେ ଚାଲାଣ ପାଇଁ ଗଚ୍ଛିତ ୧୧ଟି କଇଁଛ ଜବତ, ଜଣେ ଗିରଫ। ସୂଚନା ଅନୁଯାୟୀ ଏକ ବିଶ୍ୱସ୍ତ ସୂତ୍ର ଆଧାରରେ, ମାଲକାନଗିରି ଜିଲ୍ଲା କାଲିମେଳା ରେଞ୍ଜ ଅଧିକାରୀ, କର୍ମଚାରୀ ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ଏକ ମିଳିତ ଦଳ!-->…