ମାଲିରେ ୩ ଭାରତୀୟଙ୍କୁ ଆତଙ୍କବାଦୀଙ୍କ ଅପହରଣ : ହିଞ୍ଜିଳିର ଭେଙ୍କଟରମଣଙ୍କୁ ଝୁରୁଛନ୍ତି ପରବାର, ଥାନାରେ ଅଭିଯୋଗ
ହିଞ୍ଜିଳିକାଟୁ : ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଥିବା ଘଟଣା ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ଖେଳିଯାଇଛି । ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ରହିଛନ୍ତି । ସେ ହେଉଛନ୍ତି!-->…