ମନ୍ଦାର୍ୟା ଡେମ ପଛପଟେ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଯଏଡେଗା ପଞ୍ଚାୟତ ଅନ୍ତର୍ଗତ ଝାଡବେଡା ଗ୍ରାମର ଜଣେ ଵୃଦ୍ଧ ଆଲବେଟ ମିଞ୍ଜ (୬୧ ବର୍ଷ ) ମନ୍ଦାର୍ୟା ଡ୍ୟାମ ପଛପଟେ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା | ଗତ କାଲି ଶୁକ୍ରବାର ଦିନ ସକାଳ ପ୍ରାୟ ୧୧ଟା ସମୟରେ ଆଲବେଟ ମିଞ୍ଜ!-->…