ସାହାର୍ଯ୍ୟ କରିବା ବାହାନାରେ ବୃଦ୍ଧାଙ୍କର ଲୁଟି ନେଲେ ଅଢ଼େଇ ଲକ୍ଷର ଉର୍ଦ୍ଧ ଟଙ୍କାର ସୁନାଗହଣା….
ବ୍ରହ୍ମପୁର -: ସହାୟତା ନାଁରେ ସଜ୍ଜା,ସାହାର୍ଯ୍ୟ କରିବା କହି ବୃଦ୍ଧାଙ୍କଠାରୁ ଲୁଟି ନେଲା ଅଢ଼େଇ ଲକ୍ଷରର ଉଦ୍ଧ୍ୱର୍ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର ଏମ୍କେସିଜି ବଡ଼ମେଡ଼ିକାଲ ପରିସରରେ । ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ!-->…