ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର…
ହିଞ୍ଜିଳିକାଟୁ ୪!୬ ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶ୍ୟାମଳାଇ ଗ୍ରାମ ରୁ ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର କାହ୍ନୁଚରଣ ପାତ୍ରଙ୍କ ବାଡିରେ ଥିବା ପିଜୁଳି ଗଛର କୋରଡରେ ଏକ ନାଗସାପ ପଶିଯିବାର ଦେଖିଲେ। ନିରେଖି କରି ଦେଖିବାରୁ ପିଜୁଳି ଗଛର କୋରଡ ଭିତରେ କିଛି ଅଣ୍ଡା!-->…