ଗଞ୍ଜାମ ପୋଲିସ ର ସଫଳତା କୁ ନେଇ ଅନେକ ପ୍ରଶ୍ନ : ମୁଖ୍ୟ ଅଭିଯୁକ୍ତ ମାନେ ଧରା ପଡ଼ିବେ କେବେ ?..!
କେରାଣ୍ଡି ଧରାପଡିଲେ ଭାକୁର କେବେ….?
ବ୍ରହ୍ମପୁର: ଗଞ୍ଜାମ ପୋଲିସ ହାତରେ ୧୫ଟି ମାଉଜର ଏବଂ କିଛି ଅପରାଧୀ ଧରାପଡିବା ଗଞ୍ଜାମ ପୋଲିସ କୁ ବଡ଼ ସଫଳତା ମିଳିଛି ସତ । ଗଞ୍ଜାମ ଜିଲ୍ଲାର ଆଗ ଧାଡ଼ିର ବାଲି ମାଫିଆ ମାନଙ୍କୁ ରାସ୍ତାରୁ ହଟେଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା!-->!-->!-->…