ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଖୋଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ

ମୟୂରଭଞ୍ଜ: ଓଡିଶାର ଅନେକ ସ୍ଥାନରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ସନାତନ ବିଜୁଳି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳଙ୍କୁ ଭେଟି ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଡେରା ପକାଇ ଥିବା…

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ପୁରୀ ଦଇତାପତି

ପୁରୀ : ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ନେଇ ମୁହଁ ଖୋଲିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହେବନି । ସରକାରୀ ସ୍ତରରେ…

ନିବେଶକଙ୍କ ପାଇଁ ଖୁସି ଖବର: ଗ୍ରୀନ୍‌ ଜୋନ୍‌କୁ ଗଲା ଭାରତୀୟ ସେୟାର ବଜାର

ନୂଆଦିଲ୍ଳୀ: ଭାରତୀୟ ସେୟାଜ୍‌ ବଜାର ପାଇଁ ଆଜି ଶୁଭ ସାବ୍ୟସ୍ତ ହୋଇଛି। ନିବେଶକଙ୍କ ପାଇଁ ଖୁସି ଖବର। କାରଣ ଭାରତର ଷ୍ଟକ୍‌ ମାର୍କେଟ ଆଜି ସବୁଜ ଜୋନ୍‌ରୁ ଆରମ୍ଭ ହୋଇଛି। ଆଜି ସକାଳ ୧୦ଟା ସୁଦ୍ଧା ଏସ୍‌ଆଣ୍ଡ୍‌ପି ବିଏସ୍‌ଇ ସେନ୍ସେକ୍ସ ୮୬୭.୪୮ ପଏଣ୍ଟ ବୃଦ୍ଧି ପାଇ ୮୧,୧୦୯.୭୨ରେ…

ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସାଟେଲାଇଟ୍‌ ସର୍ଭେ ଚାଲିଛି ଏବଂ ଫିଜିକାଲ ସର୍ଭେ ହେବ।…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ : ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ପାସ…

କଟକ : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । କଟକ ବୋର୍ଡ଼ ମୁଖ୍ୟାଳୟରେ ଅପରାହ୍ନ ୪ ଟାରେ ପ୍ରକାଶ ପାଇଲା ରେଜଲ୍ଟ. । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବୋର୍ଡ଼ର ୱେବସାଇଟwww.bseodisha.ac.in ରେ ସନ୍ଧ୍ୟା ୬…

ଜନଗଣନା ସମୟରେ ମୁସ୍‌ଲମାନମାନଙ୍କୁ ବି ପଚରାଯିବ ଜାତି

ନୂଆଦିଲ୍ଲୀ: ଭାରତରେ ଜାତିଗତ ଜନଗଣନା ହେବା ନେଇ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ମୋଦୀ ସରକାରଙ୍କ ଏହି ଘୋଷଣା ପରେ, ଏବେ ସବୁଠି ଚର୍ଚ୍ଚା କେମିତି ହେବ ଏହି ଜାତି ଜନଗଣନା? ଜାତି ସହିତ ଲୋକଙ୍କ ଧର୍ମ ବିଷୟରେ ମଧ୍ୟ ପଚରାଯିବ କି? ମିଳିଥିବା ସୂଚନା ମୁତାବକ, ମୁସଲିମ୍…

ପୁଣି କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଃଖ ପ୍ରକାଶ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ୧୮ ବର୍ଷୀୟ ନେପାଳୀ ଛାତ୍ରୀ(ପ୍ରୀଶା ଶାହା)ଙ୍କ ଆତ୍ମହତ୍ୟା ଘଟଣା ଗୁରୁବାର ରାତିରେ ସାମ୍ନାକୁ ଆସିଛି। ପ୍ରଥମ ବର୍ଷର ଏହି ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମ୍‌ର ସିଲିଂ ଫ୍ୟାନ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା। ତୁରନ୍ତ ତାଙ୍କୁ କିମ୍ସ…

ପାରାଦୀପରେ ହେବ ନୂଆ ଏୟାରପୋର୍ଟ; ୧୫ ଜିଲ୍ଲାରେ ନିର୍ମାଣ ହେବ ହେଲିପୋର୍ଟ

ଭୁବନେଶ୍ୱର : ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ “ବିମାନ ଚଳାଚଳ ଏବଂ ନେଟୱାର୍କ ନିର୍ମାଣ ପରିଚାଳନା” ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ବୈଠକରେ, ପାରାଦୀପରେ ଏକ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ…

ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ ସକାଶେ ଚୟନ ହୋଇଥିବା ଶ୍ରମିକ ନେତାଙ୍କୁ ବାଦ ଦିଆଗଲା କେମିତି ?

ଭୁବନେଶ୍ୱର : ଆନ୍ତର୍ଜାତୀୟ ମଇ ଦିବସ ଅବସରରେ ପ୍ରତିବର୍ଷ ୫ ଜଣ ଶ୍ରମିକ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ସଂଗଠକଙ୍କୁ ବିଜୁଶ୍ରମିକ ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଥାଏ l ଆଜି ଅନୁଷ୍ଠିତ ହୋଇଥିବା ମଇ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରମ ବନ୍ଧୁ ସମ୍ମାନ ସକାଶେ ଚୟନ ହୋଇଥିବା ୫ ଜଣ…

ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଭାରତୀୟ ସଙ୍ଗୀତ । ଭାରତୀୟ ଗୀତ ଉପରେ କଟକଣା ଲଗାଇଲା ପାକିସ୍ତାନ । ଏଫଏମ ରେଡିଓରେ ବାଜିବନି ଭାରତୀୟ ଗୀତ । ଭାରତର ଗୀତ ପାକିସ୍ତାନରେ ବ୍ୟାନ ନେଇ ପାକିସ୍ତାନ ବ୍ରଡକାଷ୍ଟର୍ସ ଆସୋସିଏସନର ନିଷ୍ପତ୍ତି ।ଭାରତୀୟ ଗୀତ ବିଶେଷକରି ଲତା ମଙ୍ଗେସକର,…