ଟ୍ରକ ବାଇକ ମୁହାଁମୁହିଁ ଧକ୍କା ରେ ଜଳିଗଲା ବାଇକ, ଚାଳକ ମୃତ…
ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧିନସ୍ଥ ରତନେଶ୍ବରୀ ମନ୍ଦିର ନିକଟରେ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶ କାଭିଟି ବ୍ଲକ ରାଜପୁର ଏବଂ ଆଖପାଖ ଅଞ୍ଚଳର ତିନି ଜଣ ଯୁବକ ନିଜର ବାଇକ ଧରି ଦିଗପହଣ୍ଡି ରୁ ଚିକିଟୀ ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ!-->…