ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ମାଲକାନଗିରି: ଘରେ ପଶି ମହିଳାଙ୍କୁ ମଦ ପିଆଇ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ପୁଲିମେଟଲା ଗ୍ରାମର ଭିମା ପଡ଼ିଆମିଙ୍କୁ ଅଟକ ରଖିଛି । ମହିଳାଜଣକ ଘରେ ଏକୁଟିଆ ଥିବାର!-->…