୨୫ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାହୁଡ଼ାରେ ପୁରୀରେ ମେଘୁଆ ପାଗ ସମ୍ଭାବନା…

ସେତୁ ଓ ପାୱାର ପ୍ଲାଣ୍ଟକୁ ଟାର୍ଗେଟ୍ କରିବୁ, ଇରାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀରେ କୌଣସି ଜାହାଜ ଉପରେ ଆକ୍ରମଣ ହେଲେ ଆମେରିକା ଇରାନର ସେତୁ ଏବଂ ପାୱାର ପ୍ଲାଣ୍ଟଗୁଡ଼ିକୁ ଲକ୍ଷ୍ୟ କରି ବୋମାମାଡ଼ କରିବ ବୋଲି ସେ କହିଛନ୍ତି। ସୋସିଆଲ୍ ମିଡିଆ…

କୋକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ କୋକ୍ରୋଚ୍ ଜନତା ପାର୍ଟି ( ସିଜେପି)ର ଏକ ଶୋଭାଯାତ୍ରା ସମୟରେ ଛାତ୍ର ପ୍ରତିବାଦକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଦେଇଛନ୍ତି। ଆଇନଜୀବୀ ନରେନ୍ଦ୍ର…

ପ୍ରବଳ ବର୍ଷାରେ ବେହାଲ ସୁରଟ, ସହରରେ କୃତ୍ରିମ ବନ୍ୟା ପରିସ୍ଥିତି

ସୁରଟ: ଲଗାଣ ବର୍ଷା ଯୋଗୁଁ ଗୁଜରାଟର ସୁରଟ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷା ରେ ବେହାଲ ସୁରଟ । ସହର ମଝିରେ ବର୍ଷା ପାଣି ଜିଆଇଡିସି, କତାର ଗ୍ରାମ, ମନୀଷା ଗର୍ନ୍ନଳା, ଆମ୍ରଲି, କ୍ରୋସ ରୋଡ଼, ଅଡାଜନ ଅଞ୍ଚଳ ସମେତ ଷ୍ଟେସନ ରୋଡ଼ରେ ପାଣି ଲହଡି ମାରୁଛି । …

NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ଅନେକ ରାଜ୍ୟରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର

ନୂଆଦିଲ୍ଲୀ : NEET ପେପର ଲିକ୍ କୁ ନେଇ ଦେଶବ୍ୟାପୀ ବିକ୍ଷୋଭ । ଅନେକ ରାଜ୍ୟରେ ଛାତ୍ର ଓ କଂଗ୍ରେସର ପ୍ରତିବାଦ । NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଏବଂ ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଜୋରଦାର…

ଅନନ୍ତନାଗରେ ଆତଙ୍କୀ ଆକ୍ରମଣ, ଜଣେ ପୋଲିସ କର୍ମୀ ସହିଦ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀର ଅନନ୍ତନାଗ ସହରର ଲାଲ ଚୌକରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ଆତଙ୍କବାଦୀ ଗୁଳିମାଡ଼ କରିଛନ୍ତି । ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ଜଣେ…

ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ CJP Protest ଚାଲିଛି । ମଙ୍ଗଳବାର ରାତିରେ ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ପ୍ରଦର୍ଶନକାରୀ ଉତ୍ତେଜନା କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହାରି ଭିତରେ ବଡ଼ ନିଷ୍ପତ୍ତି ନେଇଛି DMRC ।…

ପରିବାର ନିୟୋଜନ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା. ଶରତ, ସୁଚିତ୍ରା ଓ ସମ୍ବିତ ସମ୍ମାନିତ

ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆରଏମଏନସିଏଏଚ୍+ଏନ୍ ଏବଂ ନିରୀକ୍ଷଣ କାର୍ଯ୍ୟକ୍ରମର ସୁଦୃଢ଼ କାର୍ଯ୍ୟାନ୍ୱୟନ ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ, ପରିବାର ନିୟୋଜନ ବନ୍ଧ୍ୟାକରଣରେ ସାନଖେମୁଣ୍ଡି ବ୍ଲକ୍ ପ୍ରଥମ, ବେଗୁନିଆପଡ଼ା ଦ୍ୱିତୀୟ ଓ ତୃତୀୟରେ ଛତ୍ରପୁର ଛତ୍ରପୁର…

ଏସ୍‌ଆଇଆର୍ ଯାଞ୍ଚ ଓ ଶୁଣାଣି ପ୍ରକ୍ରିୟାକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

୧୯,୧୫,୬୮୧ଟି ଆବେଦନ ଅନ୍ତିମ ପ୍ରକାଶନ ପାଇଁ ସଂରକ୍ଷିତ, ପୋଲସରାରେ ସର୍ବାଧିକ ୧,୯୬,୪୦୬ଟି ଆବେଦନ ସଂରକ୍ଷିତ ଛତ୍ରପୁର : ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)–୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ ଓ ଶୁଣାଣି…

ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ପବିତ୍ର ସ୍ଵାଧୀନତା ଦିବସ-୨୦୨୬ ପାଳନ ଉପଲକ୍ଷେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସ୍ଵାଧୀନତା ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଅବିନାଶ କୁମାର ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ l ଖଲ୍ଲିକୋଟ…