ଅଧିବକ୍ତା ପରିଷଦ ପକ୍ଷରୁ ୭୫ ତମ ସାମ୍ବିଧାନିକ ଦିବସ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିବକ୍ତା ପରିଷଦ କନ୍ଧମାଳ ପକ୍ଷରୁ ସ୍ଥାନୀୟ ଦେବ କଲ୍ୟାଣ ମଣ୍ଡପ ଠାରେ ୭୫ ତମ ସାମ୍ବିଧାନିକ ଦିବସ ବରିଷ୍ଠ ଆଇନଜୀବୀ ଅଜିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର!-->…