ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟ୍

କଟକ: ମହିଳା ସୁନା ବ୍ୟବସାୟୀଙ୍କୁ ଆକ୍ରମଣ । ଝାମ୍ପିନେଲେ ୩୬ ଲକ୍ଷ ଟଙ୍କା । କଟକ ତାଳଦଣ୍ଡା କେନାଲ ପୋଲ ଉପରେ ଘଟିଛି ଘଟଣା । ଦୁର୍ଵୁତ୍ତଙ୍କ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ମହିଳା ବ୍ୟବସାୟୀ ଜଣକ କଟକ…

ପ୍ରେମ ପାଇଁ ଗଲା ଯୁବକଙ୍କ ଜୀବନ ! ଆପାର୍ଟମେଣ୍ଟ ନିକଟରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ସନ୍ଦେହଜନକ ପରିସ୍ଥିତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାବେଳେ, ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଯାଞ୍ଚ ପରେ ଜଣାପଡିଛି ଯେ,…

OCCL ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ୪ ମହଲା ଲଜ୍ ଓ ୮ ପ୍ଲଟ ଠାବ

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢାଉ ସମୟରେ ୨୩ଟି କୋଠରୀ ବିଶିଷ୍ଟ ଚାରି ମହଲା ଲଜ୍ ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସହିତ ଠାବ…

ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷାବଞ୍ଚାଅ ଆନ୍ଦୋଳନ ଡାକରା ଦେଲା ବିଜେଡି

ମାଲକାନଗିରି : ପାଠ୍ୟ ପୁସ୍ତକରେ ତ୍ରୁଟି ନେଇ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡଯନ୍ତ୍ର ବିରୁଦ୍ଧରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ…

ଉମରକୋଟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୩୩ ଅଭିଯୋଗ ଗ୍ରହଣ, ୩ଟିର ତୁରନ୍ତ ସମାଧାନ

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରପରିଷଦ ସମ୍ମିଳନୀ କକ୍ଷରେ ଆଜି ସୋମବାର ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)…

ଗଞ୍ଜାମ ଜିଲ୍ଲାର ତିନିଗୋଟି ଗାଁ ବିଲୀନ ହେବା ଆଶଙ୍କା : ତୁରନ୍ତ ସ୍ଥାୟୀ ସମୁଦ୍ର ବନ୍ଧ ନିର୍ମାଣ କର- ମାନବ ଅଧିକାର…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କେ.ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ଓ ବଡ ଆର୍ଯ୍ୟପଲ୍ଲୀ ଗାଁ ବର୍ତ୍ତମାନ ସମୁଦ୍ର କୂଳ ଲଙ୍ଘନ ଯୋଗୁଁ ସମ୍ପୂର୍ଣ୍ଣ ବିପଦପୁର୍ଣ୍ଣ ଅବସ୍ଥାରେ ରହିଛି। ତୁରନ୍ତ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସ୍ଥାୟୀ ସମୁଦ୍ର ବନ୍ଧ…

ସାଇବର ଠକେଇର ଶିକାର ହେଲେ କମ୍ପ୍ୟୁଟର ଶିକ୍ଷକ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳର ଜଣେ କମ୍ପୁଟର ଶିକ୍ଷକ ଅନଲାଇନ୍ ଠକେଇର ଶିକାର ହୋଇ ମୋଟ ୪୭, ୩୪୪ ଟଙ୍କା ହରାଇଥିବା ଅଭିଯୋଗ ଆସିଛି।ଠକେଇର ଶିକାର ହୋଇଥିବା କମ୍ପ୍ୟୁଟର ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଥମେ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ସହିତ ନୟାଗଡ଼ ସାଇବର…

ଆସିକା ଚୋରା ସୁନା ବ୍ୟବସାୟୀ ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତି ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫୋଟ ବ୍ୟବହାର କରି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିରେ ରହୁଥିବା ଜଣାଶୁଣା ଚୋରା ସୁନା ବ୍ୟବସାୟୀ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ତୋଡ଼ା ଦେବାର ଏ.ଆଇ ଫୋଟ ଭାଇରଲ। ଆସିକା ବଜାର ସାହିର ମନ୍ତ୍ରୀ ଆଖ୍ୟା ପାଇ ଥିବା ଚୋରା ସୁନା କାରବାର…

ମା ଡୁମୁଣୀ ଦେବଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସ୍ଥିତ ମା ଡୁମୁଣୀ ଦେଵୀଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ମହାଯଜ୍ଞରେ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ…

ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ

ନୟାଗଡ଼ (ନିସର୍ତ୍ତ): ମନ୍ଦାକିନୀ ସେତୁ ନିକଟରେ ବାଇକ୍ ଦୁର୍ଘଟଣାରେ ଚାଳକ ଆହତ ହୋଇ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ସୁନାଖଳା ନିକଟସ୍ଥ କୋଟଗଡ ପାର୍କ ବୁଲିବାକୁ ଚିନ୍ମୟ ପ୍ରଧାନ ଏବଂ ତାଙ୍କର ପରିବାର ଲୋକମାନେ ରବିବାର ଦିନ ଅପରାହ୍ନ…