ବିବାହ ଭୋଜିରେ ମଟନ ବଦଳରେ ଚିକେନ ଦେଲେ ବୋଲି ବେକ କାଟିଦେଲେ

ବାଲେଶ୍ବର: ମଟନ ବଦଳରେ ଚିକେନ ଦେଲେ ବୋଲି ୪ ନାବାଳକ ହାଣିଦେଲେ କ୍ୟାଟରିଂ ବୟର ବେକକୁ । ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର କ୍ୟାଟରିଂ ବୟଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ନୟାଗଡ ଜେଲ ହସ୍ପିଟାଲରେ ବିଚିତ୍ର ବ୍ୟବସ୍ଥା। : ଔଷଧ ଦେଉଛନ୍ତି କଏଦୀ

ନୟାଗଡ:ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାରରେ ସାଙ୍ଘାତିକ ସ୍ଥିତି ।ଜେଲର ଚାରିକାନ୍ଥ ମଧ୍ୟରେ ସବୁକିଛି ଠିକ୍ ଚାଲୁଥିବା ଜଣାପଡିଥିଲେ ମଧ୍ୟ ବାସ୍ତବରେ ବହୁ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ଆସିଛି। ବିଶେଷ କରି ଜେଲ ମଧ୍ୟରେ କଏଦୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ଏବେ…

ବଜ୍ରାଘାତରେ ମା’–ଝିଅଙ୍କ ମୃତ୍ୟୁ, ନିନାଶପାଣୀ ଗ୍ରାମରେ ଶୋକର ଛାୟା

ଉମରକୋଟ/ରାଇଘର : ରାଇଘର ମୁଣ୍ଡିବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନିନାଶପାଣୀ ଗ୍ରାମରେ ଏକ ହୃଦୟବିଦାରକ ଓ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ମା’ ଓ ଝିଅଙ୍କ ଅକାଳ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକ ଦୁଇଜଣ ହେଲେ ଦୈମତୀ ମୁଦୁଲି ଓ ତାଙ୍କ ଝିଅ…

ଚୋରା ସୁନା କାରବାର ର ସମ୍ରାଟଙ୍କ ଉପରେ ଇଡ଼ି ଓ ପୋଲିସ ର ଚଢ଼ାଉ କେବେ…..?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବଜାର ସାହିର ଚୋରା ସୁନା କାରବାର କରୁଥିବା ସମ୍ରାଟ ବା ମନ୍ତ୍ରୀ ଆଖ୍ୟା ପାଇଥିବା ବ୍ୟକ୍ତିଙ୍କ ଉପରେ ଇଡ଼ି ଓ ଆଇଟି ବିଭାଗ ପକ୍ଷରୁ ଚଢ଼ାଉ କେବେ ହେବ ହେବ..?। ପୂର୍ବରୁ ଆସିକା ବଜାର ସାହିରେ ବହୁ ସୁନା ଦୋକାନ ରହିଥିଲା। ବର୍ତ୍ତମାନ କିଛି ହାତ ଗଣତି…

ମାଲକାନଗିରିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମାଓବାଦୀଙ୍କ ବଡ଼ ଅସ୍ତ୍ରଭଣ୍ଡାର ଠାବ…

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କଠାରୁ ମିଳିଥିବା ସୂଚନା ଆଧାରରେ ରବିବାର ସକାଳେ ଡିଭିଏଫ୍ (DVF) ଯବାନଙ୍କ ପକ୍ଷରୁ କାଲିମେଳା ଥାନା ଅଧୀନ ଗୁଣ୍ଠାବଡ଼ା ଓ କଦମଗୁଡ଼ା…

ସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥ ଯାତ୍ରା ଅବସରରେ ଭାରିଯାନ ଚଳାଚଳ ଉପରେ କଟକଣା

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ଓ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଭାରୀ ଯାନ (ହେଭି ଭେହିକିଲ) ଚଳାଚଳ ଉପରେ କଟକଣା ଜାରି । ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମହାପ୍ରଭୁ ଅଲାରନାଥଙ୍କ ଯାତ୍ରା ଅବସରରେ ଜିଲ୍ଲାପାଳ…

ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ୭ ରାଉଣ୍ଡ ଆଲୋଚନା ଶେଷ, ଅସନ୍ତା ୧୧ରେ ପରବର୍ତ୍ତି ଶୁଣାଣି

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗ ଟ୍ରିବୁନାଲରେ ଆଜିର ଶୁଣାଣି ଉପରେ ଉଭୟ ଓଡ଼ିଶା ଓ ଛତିଶଗଡର ବୈଷୟିକ ଟିମ ପ୍ରାୟ ୭ ରାଉଣ୍ଡ ଆଲୋଚନା କରିଛନ୍ତି । ପ୍ରାୟ ଦୁଇ ରାଜ୍ୟ ମଧ୍ୟରେ ଜଳ ବିବାଦକୁ ନେଇ ଅସହମତି ଥିବା ଅନେକ ବିଷୟରେ ସହମତି ପ୍ରକାଶ ପାଇଛି । ଜଳ ବଣ୍ଟନ, ଚାହିଦା ଓ ଜଳ ସନ୍ତୁଳିତ ଉପରେ…

ଟିଇଟି ପ୍ରଶ୍ନପତ୍ର ଲିକ୍ ; ପରୀକ୍ଷାର୍ଥୀ ଅସନ୍ତୋଷ

ମହାରାଷ୍ଟ୍ର : ପୁଣି ଲିକ୍ ହେଲା ପ୍ରଶ୍ନପତ୍ର। ମହାରାଷ୍ଟ୍ରରେ ହେବାକୁ ଥିବା ଟିଇଟି(ଶିକ୍ଷକ ଯୋଗ୍ୟତା ପରୀକ୍ଷା)ପୂର୍ବରୁ ପ୍ରଶ୍ନପତ୍ର ଅଭିଯୋଗ। ଆସନ୍ତାକାଲି ଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥାଆନ୍ତା। କିନ୍ତୁ ୨୪ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଲିକ ଘଟଣା ସାମ୍ନାକୁ ଆସିଛି। ଘଟଣା…

ଭାରତ ଆସିବେ ଡୋନାଲ୍ଡ ଟ୍ରମ୍ପ!

ନୂଆଦିଲ୍ଲୀ : ଭାରତ ଗସ୍ତ କରି ପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୭ ମସିହା ସୁଦ୍ଧା ଭାରତ ଗସ୍ତ କରିପାରନ୍ତି ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୂଚିତ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, “ଆମେ ଆଶା…