ରବି ଧାନ ବିକ୍ରି ନ ହେବାରୁ ସମବାୟ ସମିତି ଆଗରେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
ଦୋବଲ : ରବି ଧାନ ବିକ୍ରିକୁ ନେଇ ଦୀର୍ଘଦିନ ଧରି ହଇରାଣ ହେବା ପରେ ଜଣେ ଚାଷୀ ସମବାୟ ସମିତି ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଚାଷୀ ଜଣକ ହେଲେ ଧୁଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତ ଖଡିମହରା ଗ୍ରାମ ଘାଟସାହିର!-->…