ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ

ଭୁବନେଶ୍ବର: ହଷ୍ଟେଲ ଭିତରେ ଝୁଲିପଡ଼ିଲେ ଯୁବତୀ । ଭିଡିଓ କଲରେ ପଠାଇଲେ ମୃତ୍ୟୁ ପୁର୍ବର ଭିଡିଓ । ମୋବାଇଲରୁ ମିଳିଲା ମୃତ୍ୟୁ ପୂର୍ବର ଭିଡିଓ । ଭୁବନେଶ୍ବର ଖାରବେଳନଗର ଥାନା ଇଣ୍ଡଷ୍ଟ୍ରିଆଲ କଲୋନୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ଘର ନୟାଗଡ ଜିଲ୍ଲା ସିଧାମୁଳାରେ । ଏକ…

କାରରୁ ୮ଲକ୍ଷର ନକଲି ନୋଟ ଜବତ, ୨ ଗିରଫ

ସୁବର୍ଣ୍ଣପୁର: ଗାଡ଼ିରୁ ୮ଲକ୍ଷର ନକଲି ନୋଟ ଜବତ । ସୋନପୁର ପୋଲିସକୁ ବଡ ସଫଳତା । ପାଟ୍ରୋଲିଂ ସମୟରେ ୮ଲକ୍ଷରୁ ଅଧିକ ନକଲି ନୋଟ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବ୍ଲକ ଛକ ନିକଟରେ ଏକ କଳା ରଙ୍ଗର ସ୍କର୍ପିଓକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ…

ଶ୍ରୀମନ୍ଦିର ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ ଖୁବ୍ ଶୀଘ୍ର ଲଗେଜ ସ୍କାନର ବ୍ୟବସ୍ଥା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ NIA ଦେଇଥିବା ପରାମର୍ଶକୁ ମଧ୍ୟ…

ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଶିକ୍ଷକ ଗିରଫ

ରାଇକିଆ : ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା…

ସଶକ୍ତ ନାରୀ, ସଶକ୍ତ ଭାରତ ଗଠନ ପାଇଁ  ଏକ ଯୁଗାନ୍ତକାରୀ ପଦକ୍ଷେପ, ସମୟର ଆହ୍ବାନ

ନାରୀ ଶକ୍ତି ବନ୍ଦନ ପାଇଁ ଟାଉନ୍‌ହଲ ମିଟିଂ, ଯୋଗଦେଲେ ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଜଣାଇ ଗତ ୧୨ ବର୍ଷ ମଧ୍ୟରେ ମହିଳାଙ୍କ ବିକାଶ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ…

ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ହେବ ମହାପ୍ରଭୁଙ୍କ ଦର୍ଶନ: ଆଇନ ମନ୍ତ୍ରୀ

ପୁରୀ : ସହଜ ହେବ ଜଗନ୍ନାଥ ଦର୍ଶନ । ଖୁବଶୀଘ୍ର ସ୍ଲଟ୍ ବୁକିଂ ଜରିଆରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ। ଉଭୟ ଲାଇନ ଓ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ନେଇ ଯୋଜନା ଚାଲିଛି। ସ୍ଲଟ୍ ବୁକିଂ କରି ଶ୍ରଦ୍ଧାଳୁମାନେ କିଭଳି ନିର୍ଦ୍ଦିଷ୍ଟ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ତାକୁ…

ମହିଳାଙ୍କୁ ଦଳି ମାରି ଦେଲା ହାତୀ

ହିନ୍ଦୋଳ: ହାତୀ ଆକ୍ରମଣରେ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ । ଆଜି ସକାଳେ ଜୟନ୍ତୀ କାଜୁ…

ଘରେ ଘରେ ସ୍ୱାସ୍ଥ୍ୟ ସେବା: ଦକ୍ଷିଣ ଓଡ଼ିଶାର ଜନଜାତିଙ୍କ ପାଇଁ ବରଦାନ ସାଜିଛି ଟିପିଏସ୍ଓଡିଏଲର ‘ଏମ୍ଏଚଡି’

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ତଥା ଜନଜାତି ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମ୍ଏଚଡି)। କୋରାପୁଟ, ମାଲକାନଗିରି, କନ୍ଧମାଳ…

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ଉଦଯାପିତ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଚଉଦ ଦିନ ବ୍ୟାପୀ ପାଳିତ ହେଉଥିବା ଓଡ଼ିଆ ପକ୍ଷ ଚଳିତ ମହାବିଷୁବ ସଂକ୍ରାନ୍ତି ଦିନ ଉଦଯାପିତ ହୋଇଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଆ ପକ୍ଷର ପ୍ରତ୍ୟେକ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ପକ୍ଷର…

ଶିକ୍ଷାନୁଷ୍ଠାନରେ ଅଗଣତାନ୍ତ୍ରିକ ଆଚରଣ ସଂହିତାକୁ ବିରୋଧ : ବ୍ରହ୍ମପୁରରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ

ବ୍ରହ୍ମପୁର, ୧୫/୦୪/୨୦୨୬ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଲାଗୁ କରାଯାଇଥିବା ନୂତନ ‘ଆଦର୍ଶ ଆଚରଣ ସଂହିତା’କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଅଗଣତାନ୍ତ୍ରିକ ଓ ଛାତ୍ର-ଶିକ୍ଷକ ବିରୋଧୀ ଦର୍ଶାଇ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍…