ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନୁରୋଧ : ଜିଲ୍ଲାପାଳ
କୋରାପୁଟ: ୦୪/୦୩/୨୦୨୬ (ବସନ୍ତ ପେଗଡ଼) : ଶିକ୍ଷା ହିଁ ଦେଶର ଭବିଷ୍ୟତ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ କୋରାପୁଟ ଜିଲ୍ଲାରେ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ!-->…