ଏମଭି ୫୮ ଓ ଏମଭି ୯୫ରେ ବାସନ୍ତୀ ପୂଜାରେ ଶ୍ରଦ୍ଧାଳୁଙ୍କ ଭିଡ଼

ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମଭି ୫୮ ଓ ଗିରିକାନପଲ୍ଲୀ ପଞ୍ଚାୟତ ଏମଭି ୯୫ ଗ୍ରାମରେ ଗତ ୨୩ ତାରିଖରୁ ମା ବାସନ୍ତୀଙ୍କ ପୂଜା ଧୁମଧାମରେ ଜାରୀ ରହିଥିବା ଦେଖିବାକୁ ମିଳିଛି । ଗତ ସୋମବାର ଦିନ ସ୍ଥାନୀୟ ନଦୀରୁ ଜଳ ଆଣି ଘଟ ବସାଇବା ପରେ ମଙ୍ଗଳବାର ଦିନ…

ବ୍ରହ୍ମପୁରରେ ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ: ଉଲ୍ଲେଖନୀୟ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀ…

ବ୍ରହ୍ମପୁର: ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM) ଆନୁକୂଲ୍ୟରେ ବ୍ରହ୍ମପୁର ମହାନଗର ନିଗମ ଅଡିଟୋରିଅମ୍ ହଲ୍‌ଠାରେ ମହିଳା ଆରୋଗ୍ୟ ସମିତି (MAS) ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମର କମିଶନର ସୁଶ୍ରୀ ଏ. ଶସ୍ୟା ରେଡ୍ଡୀ (IAS) ଏହି ସଭାରେ…

ପୁରୁଷୋତ୍ତମପୁରଠାରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର : ଆଜି ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ, ଜିଲ୍ଲା ପ୍ରଶାସନ ଓ ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

ଗଂଜାମ, କବିସୂର୍ଯ୍ୟ ନଗର : ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳତାର ଏକ ସ୍ପଷ୍ଟ ଉଦାହରଣ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ସାମ୍ନାକୁ ଆସିଛି। ଅନିତା ପ୍ରହରାଜ ନାମକ ଜଣେ ଅବିବାହିତା ମହିଳା ୨୦୧୪ ମସିହାରେ ପିତାଙ୍କୁ ହରାଇବା ସହ ୨୦୦୬ରେ…

ପେଡାକୋଣ୍ଡାରେ ନିର୍ମାଣ ଶ୍ରମିକ ସଚେତନତା ଓ ପଞ୍ଜିକରଣ ଶିବିର ଅନୁଷ୍ଠିତ

ମାଲକାନଗିରି : ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମ ପଞ୍ଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାପାଳ…

ବିଭିନ୍ନ ଦାବିନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ସମସ୍ତ ମଣ୍ଡି ରେ ଖରିଫ ରୁତୁ ଧାନ ଉଠୁ ନ ଥିବା ପ୍ରତିବାଦ ଏବଂ ଗ୍ୟାସ ପେଟ୍ରୋଲ ଠିକ ସମୟରେ ଯୋଗାଇଦେବା ସହ ଅନ୍ୟାନ୍ୟ ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବୁଧବାର ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଛି l କଂଗ୍ରେସ ପକ୍ଷରୁ ବନ୍ଦ…

୧୦ ଲିଟର ବେଆଇନ ଦେଶୀ ମଦ ଜବତ : ଜଣେ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନିକଟସ୍ଥ ଘଡେ଼ଇବନ୍ଧ ଠାରୁ ୧୦ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମର ମନୋରଞ୍ଜନ…

ପୁଣି ଥରେ କାୟାକଳ୍ପ ପୁରସ୍କାର ପାଇଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ରମାଗତ ଭାବରେ ୬ଷ୍ଠ ଥର ପାଇଁ କାୟାକଳ୍ପ ପୁରସ୍କାର ପାଇଲା।ଏହି ପୁରସ୍କାର ପାଇବା ପରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫନର୍ସଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଗତ ଜାନୁଆରୀ ୩୦…

ଭିଜିଲାନ୍ସ ଜାଲରେ ଅଡିଟର, ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଦୁର୍ନୀତିଗ୍ରସ୍ତ ଅଡିଟର!। ଘରୁ ମିଳିଲା ୨୮ ଲକ୍ଷ ନଗଦ ଟଙ୍କା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଅଡିଟର। ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଜଣେ ଅଡିଟରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ…

ଗ୍ୟାସ ସଙ୍କଟ: ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ଗ୍ୟାସ ଅଭାବ ଦୂର ପାଇଁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟମାନଙ୍କୁ ପିଏନଜି, ବିଦ୍ୟୁତ ଓଭେନ୍, ଇଣ୍ଡକ୍ସନ୍, ବାଷ୍ପ ରନ୍ଧନ ପ୍ରଣାଳୀ ଇତ୍ୟାଦି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ପରାମର୍ଶ…