ଚାକିରି କରାଇ ଦେବା ନାଁରେ ଠକେଇ, ଜଣେ ଗିରଫ
ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଚାକିରି ଦେବା ଠକ। ବିଦେଶରେ ଚାକିରି ଦେବା ନାମରେ ଠକେଇ କରି ନେଉଛନ୍ତି ଟଙ୍କା । ଏଭଳି ଜଣେ ଠକାମୀ ଶିକାର ହେବା ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦ୍ରଶେଖର ପୁର ଥାନା ପୋଲିସ। ବିଦେଶ ରେ ଚାକିରୀ ଦେବା ନାମରେ ଦେଢ଼!-->…