ପଶ୍ଚିମ ଏସିଆ ପାଇଁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆର ୫୮ ବିମାନ
ନୂଆଦିଲ୍ଲୀ : ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ଏମିତିରେ ହଜାର ହଜାର ଭାରତୀୟ ପଶ୍ଚିମ ଏସିଆରେ ଫସିଛନ୍ତି । ଏହାରି ଭିତରେ ଭାରତର ପ୍ରମୁଖ ଏୟାରଲାଇନ୍ସ ଏୟାର!-->…