ପିଏମ ଶ୍ରୀ ଭବାନୀ ଶଙ୍କର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ
ସୁନ୍ଦରଗଡ : ଜାତୀୟ ବିଜ୍ଞାନ ଦିବସ ପ୍ରତିବର୍ଷ ଫେବୃଆରୀ ୨୮ ତାରିଖରେ ଭାରତରେ ପାଳନ କରାଯାଏ। ୧୯୨୮ ମସିହାରେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସାର ସି ଭି ରମଣଙ୍କ ଦ୍ୱାରା “ରମଣ ପ୍ରଭାବ” ଆବିଷ୍କାର ହେବାର ସ୍ମୃତିରେ ଏହି ଦିବସ ପାଳିତ ହୁଏ। ଏହି ଐତିହାସିକ ଆବିଷ୍କାର ପାଇଁ ସେ ୧୯୩୦!-->…