ମିଲରଙ୍କ ଚାପରେ ପ୍ରଶାସନ ଓ ନେତା ଚେପା : ରତିଆଧିଆ ବଦଳିଲା ମିଲର ସଂଯୋଗୀକରଣ
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଡିସେମ୍ବର ୨୯ ତାରିଖ ଜିଲ୍ଲାସ୍ତରୀୟ ଧାନ କିଣା ଶୁଭାରମ୍ଭ ହୋଇଥିଲେ ମଧ୍ୟ ଧାନ କିଣା ଆରମ୍ଭ ହୋଇପାରିନାହିଁ । ମିଲରଙ୍କ ଷଡ଼ଯନ୍ତ୍ର ଓ ଚାପ ଆଗରେ ପ୍ରଶାସନ ଓ ରାଜନେତା ମାନେ ମୁଣ୍ଡ ନୁଆଇଁ ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ଅଧିକାଂଶ ପାକ୍ସରେ ମିଲର!-->…