ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପି. ଏମ୍ ଶ୍ରୀ ମେଳା
ସୁନ୍ଦରଗଡ : ଆଜି ପି.ଏମ୍ ଶ୍ରୀ ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପି. ଏମ୍ ଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ପୌରପାଳିକାର ପୌରଧ୍ୟକ୍ଷା ତନୟା ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ!-->…