କେବେ ଦୂର ହେବ ମଣ୍ଡି ସମସ୍ୟା ? ଶୀତ କାକରରେ ସାରା ରାତି ଧାରଣାରେ ବସିଲେ ଚାଷୀ

ଉମରକୋଟ: ସରୁନି ମଣ୍ଡି ସମସ୍ୟା । ପ୍ରବଳ ଥଣ୍ଡାକୁ ଖାତିର ନକରି ହାକ ପାଇଁ ରାଜରାସ୍ତାରେ ଧାରଣା । ଶୀତ କାକରରେ ରାତି ସାରା ଧାରଣାରେ ବସିଛନ୍ତି ଚାଷୀ । ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର…

ଦିନକ ପରେ ବଡ଼ଦିନ : ଫ୍ଲାଗ୍ ମାର୍ଚ୍ଚ ସହ ସକ୍ରିୟ ମୋବାଇଲ୍ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ

ବାଲିଗୁଡା : ଆଉ ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ହୋଇ ସମଗ୍ର ବାଲିଗୁଡା ଟାଉନ ସମେତ ଏହାର ଆଖ ପାଖ ଅଞ୍ଚଳ ରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳା ର…

ଜିଲ୍ଲାସ୍ତରୀୟ “ସୁଶାସନ ଦିବସ, ପ୍ରଶାସନ-ଗାଁ କି ଓର” ସପ୍ତାହ କର୍ମଶାଳା ଅନୁଷ୍ଠିତ…

ଗଞ୍ଜାମ : ଆଜି ଜିଲ୍ଲା ସ୍ତରୀୟ 'ସୁଶାସନ ସପ୍ତାହ-ପ୍ରଶାସନ ଗାଁ କି ଓର' କର୍ମଶାଳା  କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି (ସାଧାରଣ)ଙ୍କ   ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ …

ଆସିକାକୁ ପୌରପାଳିକା ମାନ୍ୟତାରୁ ବାଦ୍ : ତେଜିଲା ଜନ ଅସନ୍ତୋଷ, ମନ୍ତ୍ରୀଙ୍କୁ ପୂରାଇ ଦିଆଯିବନି ବୋଲି ଚେତାବନୀ

ବ୍ରହ୍ମପୁର/ଆସିକା: ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, କବିସୂର୍ଯ୍ୟନଗର ଓ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ (NAC)କୁ ପୌରପାଳିକା ଭାବେ ଘୋଷଣା କରିଥିବା ବେଳେ, ସର୍ବପୁରାତନ ସହର ଆସିକାକୁ ଏଥିରୁ ବାଦ୍ ଦିଆଯିବା ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ତ…

ଓଡ଼ଗାଁ ମିନି ଷ୍ଟାଡିୟମରେ ଯୁବଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ ଆୟୋଜିତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ଯୁବ ଶକ୍ତିର ଉତ୍ସବ ସାଂସଦ ଖେଳ ମହୋତ୍ସବ - ୨୦୨୫ ର ଶୁଭାରମ୍ଭ କାର୍ଯ୍ୟକ୍ରମ ସ୍ଥାନୀୟ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ଡା.ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ୨୦୩୬ ମସିହାରେ…

ରାଇଘର ରାସ୍ତା କଡ଼ରୁ ଅଧାପୋଡ଼ା ମୃତଦେହ ଉଦ୍ଧାର: ହତ୍ୟା ପରେ ପୋଡ଼ି ଦିଆଯାଇଥିବା ସନ୍ଦେହ, ଅଞ୍ଚଳରେ ଚାଞ୍ଚଲ୍ୟ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଳଙ୍ଗପାରା ପଞ୍ଚାୟତ ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ନୂଆଁ ଦାସପୁର ଓ ପୁରାଣା ଦାସପୁର ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଏକ ଅଧାପୋଡ଼ା ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପ୍ରଚାରିତ…

ଦୀର୍ଘ ଦିନ ପରେ ମାଲକାନଗିରି ପୋଲିସ କୁ ମିଳିଛି ବଡ ସଫଳତା :୨୨ଜଣ ମାଓବାଦୀ କଲେ ଆତ୍ମସମର୍ପଣ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ୨୨ଜଣ ମାଓବାଦୀ ଙ୍କ ଆତ୍ମସମର୍ପଣ। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ଏହି ମାଓବାଦୀ ମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି…

ଧାନ ମଣ୍ଡୀ ଓ ମକା ମୂଲ୍ୟ ସମସ୍ୟାକୁ ନେଇ ଚାଷୀ ମହାସଂଘର ରାଜରାସ୍ତା ଅବରୋଧ…

ଉମରକୋଟ, ରାଇଘର ଓ ଝରୀଗାଁରେ ୭ ଦିନିଆ-- ଚକ–ଅଖ ବନ୍ଦଉମରକୋଟ :-ନବରଙ୍ଗପୁର ଜିଲ୍ଲାର ଚାଷୀମାନଙ୍କ ଦୀର୍ଘଦିନର ସମସ୍ୟାକୁ ନେଇ ଆଜିଠାରୁ ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ତୀବ୍ର ଆନ୍ଦୋଳନ ଆରମ୍ଭ ହୋଇଛି। ଉମରକୋଟ, ରାଇଘର ଓ ଝରୀଗାଁ—ଏହି ତିନୋଟି ବ୍ଲକରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ…

ଜଳ ସମ୍ପଦ ବିଭାଗ ର ଯନ୍ତ୍ରୀ ଅବସର ନେବା ପୂର୍ବରୁ ଚାଲିଛି ତଳି ପକା କାମ …..!

ବ୍ରହ୍ମପୁର: ଆସିକା ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଚାଲି ଋଷି କୂଲ୍ୟା ନଦୀ ବନ୍ଧ ରାସ୍ତା କାମ। ରାସ୍ତା କାର୍ଯ୍ୟ ସମୟରେ କୌଣସି ଅଧିକାରୀ କିମ୍ବା ଯନ୍ତ୍ରୀଙ୍କ ଦେଖା ନାହିଁ। ବାବୁ ମାନଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ଠିକାଦାର ନିଜ ମର୍ଜିରେ ବିନା ପାଣି ଓ ବିନା ରୋଲେର ରେ ନଦୀ…

ଦୁର୍ନୀତି ରେ ଉବୁଟୁବୁ ଆସିକା ଏ.ଏନ.ସି, :ବିଭିନ୍ନ ସାମଗ୍ରୀ କିଣାରେ ମହାଘୋଟାଲା ଅଭିଯୋଗ……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିବା ସହ ଦୁର୍ନୀତି ପାଦ ପାଦ ରେ ଦେଖିବାକୁ ମିଳୁଛି। ତାହାର ନଗ୍ନ ନମୁନା ଏବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦେଖିବା କୁ ମିଳିଛି। ଦୁଇ ରାଜନୈତିକ ଦଳ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ…