ନାଗରିକ ବିଚାର ମଞ୍ଚ : ବିଧାୟକଙ୍କ ଦରମା ବୃଦ୍ଧି ରାଜ୍ୟ ବାସୀଙ୍କ କଟା ଘାରେ ଚୂନ !
ବ୍ରହ୍ମପୁର : ନାଗରିକ ବିଚାର ମଞ୍ଚ ପକ୍ଷରୁ ବିଧାୟକମାନଙ୍କ ଦରମା ବୃଦ୍ଧି କେତେ ଦୂର ଯଥାର୍ଥ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଗେଟ ବଜାରସ୍ଥିତ ଏନଜିଓ ହଲରେ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳାମାନେ ଅଧିକାର ପାଇଁ ଶୀତ କାକରରେ ସଂଘର୍ଷ କରୁଥିବା ସମୟରେ ସମସ୍ତଙ୍କ!-->…