Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜଧାନୀରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୧୧୨.୩ ମିମି ରେକର୍ଡ
ଭୁବନେଶ୍ବର: ଭୁବନେଶ୍ବରରେ ୧୧୨.୩ ମିମି ବର୍ଷା । ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା । ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ରେକର୍ଡ । ଏଥିସହ ଜାଣିରଖନ୍ତୁ ଯେ, ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି ବର୍ଷା ରେକର୍ଡ ହୋଇଛି ।
ଅନ୍ୟପଟେ, ସାରା ରାଜ୍ୟରେ!-->!-->!-->…
ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍
ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ!-->…
ବମ୍ପା ଅନ୍ଧାରି ପୀଠ ନିକଟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
ହିନ୍ଦୋଳ: ପୁଣି ଦନ୍ତା ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବଜ୍ରପାତ!-->…
ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ
ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ!-->…
ମାସକରେ ଭୁଶୁଡି ପଡିଲା ଫିଲ୍ଦ ଚେନେଲ ଗାର୍ଡ ୱାଲ : ଅତି ନିମ୍ନ ମାନର କାର୍ଯ୍ୟକୁ ନେଇ ଉଠୁଛି ପ୍ରଶ୍ନ…
ଠିକାଦାର, ପ୍ରଶାସନିକ ଅଧିକାରୀ କୋଳା କୋଳି...
ନିଃସର୍ତ୍ତ କଥା ସତ ହେଲା ଭୁବନେଶ୍ୱର ସ୍ଥିତ ପଟିଆ ନିକଟରୁ ଆସିକା ଅଞ୍ଚଳରୁ ଦେଶୀ ମଦ ଚାଲାଣ ବେଳେ ଚାରି ଯୁବକ ଗିରଫ ମଦ…
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିବା ସମ୍ପର୍କରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହୋଇଆସୁଛି ଏବଂ ଅବକାରୀ ବିଭାଗ କୁ ସତର୍କ ଵି କରି ଆସୁଛି । ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ଅବକାରୀ ବିଭାଗ!-->!-->!-->…
ଗଞ୍ଜାମ ମହାବିଦ୍ୟାଳୟର ଗୌରବ; ୮ ଏନ୍ସିସି କ୍ୟାଡେଟ୍ ଅଗ୍ନିବୀର ଭାବେ ମନୋନୀତ
ଛତ୍ରପୁର : ଗଞ୍ଜାମ ମହାବିଦ୍ୟାଳୟର ୮ ଜଣ ଏନ୍ସିସି କ୍ୟାଡେଟ୍ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ମନୋନୀତ କ୍ୟାଡେଟ୍ମାନେ ହେଲେ ପ୍ରେମାନନ୍ଦ ବେହେରା, ଦେବାଶିଷ ବେହେରା, ଦେବାଶିଷ ପ୍ରଧାନ, ଗଣେଶ ମହାପାତ୍ର, ତରୁଣ ଡୋରା,!-->!-->!-->…
ଅଜଣା ଗାଡ଼ି ଧକ୍କାରେ ତିନି ବାଇକ୍ ଆରୋହୀଙ୍କ ମୃତ୍ୟୁ
ବାଲିଗୁଡା, ତା, ୦୪/୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ନିକଟସ୍ଥ ୫୯ ନଂ ଜାତୀୟ ରାଜପଥ ଖଡ଼ଗ ନଦୀ ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ତିନିଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା!-->!-->!-->…
ରାଇଘର ମୁଖ୍ୟ ରାସ୍ତାରେ ଚୋରି : ତିନୋଟି ଦୋକାନକୁ ଟାର୍ଗେଟ, ଲକ୍ଷାଧିକ ଟଙ୍କା ସହ ସାମଗ୍ରୀ ଲୁଟ
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ମୁଖ୍ୟ ରାସ୍ତାରେ ଥିବା ତିନୋଟି ବ୍ୟବସାୟିକ ପ୍ରତିଷ୍ଠାନରେ ଗତ ରାତିରେ ଘଟିଥିବା ଦୁଃସାହସିକ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବରେ ଦୋକାନଗୁଡ଼ିକର ତାଲା ଓ ସଟର ଭାଙ୍ଗି ପ୍ରାୟ ୧!-->…
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଭୂସ୍ଖଳନ ଆଶଙ୍କା
କୋରାପୁଟ: କୋରାପୁଟରେ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ଲଗାଣ ବର୍ଷାରେ ନଦୀ ଓ ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ବେଳେ ଯାତାୟାତ ବ୍ୟାହତ । ତିନି ଦିନ ଧରି କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି। ଫଳରେ ବିଭିନ୍ନ ନଦୀ ଓ ନାଳରେ ଜଳସ୍ରୋତ ବଢ଼ିବାରେ ଲାଗିଛି । ଆଜି!-->…